Browsing Tag

belpada news

ତୁଟୁନି ଧୁମାଭଟା ମଣ୍ଡିରେ କଟ୍‌ନି ଛଟ୍‌ନି ବିବାଦ : ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଭେଟିବ ଚାଷୀ ସଂଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକର ଧୁମାଭଟା ମଣ୍ଡିରେ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି । କ୍ୱିଣ୍ଟାଲ ପ୍ରତି ୮-୧୦ କେଜି ଛଟ୍‌ନି କରିବା ପାଇଁ ମିଲର୍ସର ଯୁକ୍ତି ପରେ ଚିହିଁକି ଉଠିଛନ୍ତି ଚାଷୀ । ଗତ ୨ ଦିନ ଧରି ମଣ୍ଡିରେ ଚାଲିଥିବା ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ
Read More...

ଧାନ ବିକ୍ରି ଆରମ୍ଭରୁ ଚାଷୀ ଅସନ୍ତୋଷ : କଟ୍‌ନି-ଛଟ୍‌ନି ପ୍ରକ୍ରିୟାକୁ ବିରୋଧ କରି ଆନ୍ଦୋଳନ ଜାରି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକ ଧୁମାଭଟା ମଣ୍ଡିରେ କଟନି-ଛଟନି ପ୍ରକ୍ରିୟା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖାଯାଉଛି । ଏଫ୍‌ଏକ୍ୟୁ ନାଁରେ ଚାଷୀମାନଙ୍କୁ ଶୋଷଣ ଲୁଟ୍ କରୁଥିବା କଥା ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ମଣ୍ଡିରେ ଚାଷୀ ଆଣି ଧାନ ପକେଇଥିଲେ
Read More...

ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କପା ମଣ୍ଡି ଖୋଲିବା ପାଇଁ ଦାବୀ କଲା ଜୟ କୋଶଲ କୃଷକ ସଙ୍ଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବଲାଙ୍ଗିର ଜିଲ୍ଲାରେ ଧାନ ସହିତ ବ୍ୟାପକ ମାତ୍ରାରେ କପା ଚାଷ ମଧ୍ୟ ଫସଲ ହେଉଛି । କପା ଏକ ଆର୍ଥିକ ଓ ଲାଭ ଜନକ ଫସଲ ହେଇଥିବାରୁ ଏହା ବ୍ୟାପକ ମାତ୍ରାରେ ଚାଷ କରାଯାଏ । ତା ସହିତ ବଲାଙ୍ଗିର ଜିଲ୍ଲାର ଜଲବାୟୁ କପା ପାଇଁ ବେଶ ସହାୟକ ହେଉଥିବା ବିଶେଷଜ୍ଞ
Read More...

ଅମାନବୀୟ କାଣ୍ଡ : ନାବାଳିକା ଝିଅକୁ ପୋଡି ହତ୍ୟା ଉଦ୍ୟମ : ବାପାଙ୍କ ନାଁରେ ଅଭିଯୋଗ ଅଣିଲେ ମାମୁଁଘର ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଡେବରିପାଲି ଗାଁରେ ଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ । ଜଣେ ନାବାଳିକାକୁ ଝିଅକୁ କିରୋସିନ ଢାଳି ପୋଡି ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ନାବାଳିକା ହେଲେ ସୂର୍ୟ୍ୟକାନ୍ତୀ ନାଗ(୧୬) । ସୂଚନା ଅନୁସାରେ ସୂର୍ୟ୍ୟକାନ୍ତୀ
Read More...

ଧାନବିକ୍ରି ପ୍ରକ୍ରିୟା ଆରମ୍ଭରୁ ଚାଷୀ ମେଳି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ଆଜି ବେଲପଡ଼ା ବ୍ଲକ ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ନିକଟସ୍ଥ ଶିବ ମନ୍ଦିର ଠାରେ ଜୟ କିଶାନ ଆନ୍ଦୋଲନ ବଲାଙ୍ଗିରର ଆହ୍ୱାନ କ୍ରମେ ଏକ ବିରାଟ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଅଧ୍ୟକ୍ଷ
Read More...

ବରଗଡ଼ରେ ନିଆଁ ବଲାଙ୍ଗିରରେ ଧୂଆଁ : କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଦାବୀରେ ଏକ୍ ହେଉଛି ପଶ୍ଚିମ ଓଡ଼ିଶା

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବରଗଡ଼ ଜିଲ୍ଲାରେ କ୍ୟାନ୍‌ସର୍‌ ହସ୍ପିଟାଲ ସ୍ଥାପନ ଦାବୀ ଆନ୍ଦୋଳନ ତେଜିବାରେ ଲାଗିଛି ଓ ଏହି ଆନ୍ଦୋଳନ ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ୟାପୁଥିବା ଦେଖିବାକୁ ମିଲୁଛି । ଆଜି ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଲିଛି । ବେଲପଡ଼ା
Read More...

ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଚାଷୀ ସଙ୍ଗଠନର ବୈଠକ

ବେଲପଡା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକରେ ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଅଣ୍ଟା ଭିଡ଼ିଛି ଜୟ କୋସଲ କୃଷକ ସଙ୍ଗଠନ । ପଞ୍ଚାୟତ ପଞ୍ଚାୟତ ବୁଲି ଚାଷୀଙ୍କୁ ସଙ୍ଗଠିତ କରିବା ସହିତ ସଚେତନ କରୁଛି ଏହି ସଙ୍ଗଠନ । ଏହି କ୍ରମରେ ଆଜି ଏକ ପଞ୍ଚାୟତ ସ୍ତରିୟ ବୈଠକ ଧୁମାଭଟା
Read More...

ପାଇଖାନା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀ : ବ୍ଲକ କାର୍ଯ୍ୟାଲୟ ସମ୍ମୁଖରେ ଧାରଣା ଦେଲା କୋସଲ କମିଟି

ବେଲପଡ଼ା, (ସିପୁନ ଖମାରୀ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଏକ ବହୁ ଅନୁନ୍ନତ ବ୍ଲକ ଭାବେ ବେଶ ଜଣାଶୁଣା । କିନ୍ତୁ ଏବେ ବେଲପଡ଼ା ବ୍ଲକ ସାଜିଛି ଦୁର୍ନୀତିର ଗନ୍ତାଘର । ଦାଦନ ପାଇଁ ସବୁବେଲେ ଚର୍ଚାରେ ରହୁଥିବା ବେଲପଡ଼ା ବ୍ଲକ ଏବେ ଦୁର୍ନୀତି ପାଇଁ ବେଶ ଚର୍ଚାରେ ରହିଛି । ସ୍ୱଚ୍ଛ
Read More...

ଗାଁକୁ ନାହିଁ ରାସ୍ତା : ଉପଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା କୋଶଲ କମିଟି

ବେଲପଡା, (ସିପୁନ ଖମାରୀ) : ଏ ଭିତରେ ସ୍ୱାଧୀନତାକୁ ୭୦ ବର୍ଷ ବିତିଯାଇଛି । କିନ୍ତୁ ସ୍ୱାଧୀନତାର ୭୦ ବର୍ଷ ପରେ ବି ବେଲପଡା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ କର୍ଲାପଟିଆ ପାଲି ଗାଁକୁ ଗମନା ଗମନ ପାଇଁ ରାସ୍ତା ହୋଇ ପାରିନାହିଁ । ଗମନା ଗମନ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଗାଁକୁ
Read More...

ଲେବର କାର୍ଡ ଠକେଇ ଅଭିଯୋଗ : ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରଉ

ବେଲପଡା, (ସିପୁନ ଖମାରୀ) : ଦାଦନ ପ୍ରବଣ ବେଲପଡ଼ା ବ୍ଲକରେ ଚାଲିଛି ଦଲାଲ୍ ରାଜ୍ । ୨୦୧୮ ମଶିହାରୁ ଇସ୍ୟୁ ହୋଇଥିବା ଲେବର କାର୍ଡ ପାଇନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । କୁଆଡେ ତାଙ୍କ ଲେବର କାର୍ଡକୁ ଚଞ୍ଚକତା କରି ଦାଦନ ସର୍ଦାର ରଖି ପକେଇଛି । ଅନ୍ୟପଟେ ସରକାରୀ ଲିଷ୍ଟରେ ସେମାନଙ୍କ
Read More...