ଗାଁକୁ ନାହିଁ ରାସ୍ତା : ଉପଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା କୋଶଲ କମିଟି
ବେଲପଡା, (ସିପୁନ ଖମାରୀ) : ଏ ଭିତରେ ସ୍ୱାଧୀନତାକୁ ୭୦ ବର୍ଷ ବିତିଯାଇଛି । କିନ୍ତୁ ସ୍ୱାଧୀନତାର ୭୦ ବର୍ଷ ପରେ ବି ବେଲପଡା ବ୍ଲକ ଯୁବା ପଞ୍ଚାୟତ ଅନ୍ତର୍ଗତ କର୍ଲାପଟିଆ ପାଲି ଗାଁକୁ ଗମନା ଗମନ ପାଇଁ ରାସ୍ତା ହୋଇ ପାରିନାହିଁ । ଗମନା ଗମନ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଗାଁକୁ!-->…
Read More...
Read More...