Browsing Tag

bargarh news

ମହିଳା ସରପଞ୍ଚଙ୍କ ପ୍ରୟାସ ଯୋଗୁଁ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସତ୍କାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମାଜସେବା ପାଇଁ ଘରୁ ଗୋଡ଼ କାଢ଼ି ଥିବା ମହିଳା ସରପଞ୍ଚଙ୍କ ପ୍ରୟାସ ଯୋଗୁଁ ଶେଷରେ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସତ୍କାର । ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୫ ବର୍ଷ ହେବ ଜଣେ ୮୦ ବର୍ଷ
Read More...

ଜିଲ୍ଲା ଭାଜପାର କାର୍ଯ୍ୟକାରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀମାନେ ତୃଣମୂଳ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅମୃତ ସମାରୋହରେ ସଙ୍ଘତି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର ବୌଦ୍ଧ ଓ ବରଗଡ଼ ଜିଲ୍ଲା ପରିକ୍ରମା କରୁଥିବା ଶ୍ରୀଅରବିନ୍ଦଙ୍କ ଅତିମାନସ ଚେତନା ଜାଗରଣ ରଥକୁ ବରଗଡ଼ ଜିଲ୍ଲା ବିଜେପୁର ଓ ବରପାଲିଠାରେ ଭବ୍ୟ
Read More...

ଶିଶୁ କବିତା ସଙ୍କଳନ ‘ଆସ ପିଲେ ଆମେ ଖୋଜିବା ମୋତି’ ଲୋକାର୍ପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟିକା ସୁପ୍ରଭା ସାମଲଙ୍କ ପ୍ରଥମ ଶିଶୁ କବିତା ସଙ୍କଳନ "ଆସ ପିଲେ ଆମେ ଖୋଜିବା ମୋତି"ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନ ପରିସର ମଧ୍ୟରେ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଅନୁଯାୟୀ ଗତକାଲି ଜିଲ୍ଲାର ଭଟଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ
Read More...

ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ : ୧ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ପର୍ଥଲା ନିକଟରେ ଦ୍ରୁତ ଗତିରେ ଯାଉଥିବା ଟ୍ରକକୁ ବରଗଡ଼ ସଦର ପୋଲିସ ଅଟକାଇ ବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସକୁ ଦେଖି ଟ୍ରକ ଦ୍ରୁତ
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଉପଖଣ୍ଡ ଦଶମାଇଲ ଛକରେ ପଡି ରହିଥିବା ଏକ ଅସହାୟ ଶବକୁ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ଼ର ସଦସ୍ୟମାନେ ସସମ୍ମାନେ ଗର୍ଭନା ଗ୍ରାମରେ ଥିବା ଶ୍ମଶାନରେ ସତ୍କାର କରିଥିଲେ । ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ
Read More...

ବିପୁଳ ପରିମାଣର କଫ୍‌ ସିରପ ଜବତ

ବରଗଡ଼, (ନିରୋଜ କୁମାର ପାଣୀ) : ବିପୁଳ ପରିମାଣର କଫ୍‌ ସିରପ ଜବତ କରିଛି ବରଗଡ଼ ଟାଉନ୍‌ ପୁଲିସ । ସହର ଭିତରେ କଫ୍‌ ସିରପ୍‌ କାରବାର କରୁଥିବା ଗୋଟିଏ ପରିବାରକୁ ଧରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାନ୍ଦୁଟିକ୍ରା ସୁନାରି ଗଳିର ଶ୍ୟାମ ମେହେର, ସ୍ତ୍ରୀ ଯମୁନା ମେହେର ଏବଂ ଝିଅ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁଦାନ ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ ୩.୩୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଡିପିଆର ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଦାଖଲ କରିବା ପରେ ଏହା ମଞ୍ଜୁରି ଆଦେଶ
Read More...

ମାରଣାସ୍ତ୍ର ସହ ୩ ଜଣ ଡକାୟତଙ୍କୁ ଧରିଲା ଅତାବିରା ପୋଲିସ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ପୋଲିସ ଜାତୀୟ ରାଜପଥ-୫୩ ସରଣ୍ଡା ଛକରେ ବିଳମ୍ବିତ ରାତିରେ ଡ଼କାୟତି ଉଦ୍ୟମ କରୁଥିବା ବେଳେ ମାରଣାସ୍ତ୍ର ସହ ୩ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ବରଗଡ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଓ ଅତାବିରା ଥାନା ଅଧିକାରୀଙ୍କ ନେତୃତ୍ଵରେ ଏକ
Read More...