Browsing Tag

bargarh news

ବିଶ୍ଵ ଫଟୋଗ୍ରାଫି ଦିବସରେ ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଆଜି ଜିଲ୍ଲାର ୭ ଜଣ ବୟୋଜ୍ୟେଷ୍ଠ ଫଟୋଗ୍ରାଫରଙ୍କୁ ଏବଂ ମିଡ଼ିଆରେ କାର୍ଯ୍ୟରତ ଯୁବ ଫଟୋଗ୍ରାଫର୍‌ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଂଘ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ
Read More...

ଫର୍ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ଫାଇଟ୍ ଅନ୍ ରାଇଟ୍ ଏବଂ ଆମ ଓଡ଼ିଶା ପକ୍ଷରୁ ଯୁବ ସ୍ୱାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ
Read More...

କୁଶନପୁରୀ ଗ୍ରାମ ପଞ୍ଚାୟତଠାରେ ପାଣି ଟାଙ୍କିର କାର୍ଯ୍ୟ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଗ୍ରାମ ପଞ୍ଚାୟତଠାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତି ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କୁଶନପୁରୀ ଗ୍ରାମରେ ତିନି ଲକ୍ଷ
Read More...

ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇ ଶକ୍ତି ପ୍ରକଳ୍ପର ତଦାରଖ କମିଟି ବୈଠକ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ପ୍ରବନ୍ଧକ ହଟ କିଶୋର ବେହେରା ଯୋଗଦାନ କରିଥିଲେ । ଚେୟାରମ୍ୟାନ ନିୟୁଲାଇଫ୍‌
Read More...

ଝାଡେଶ୍ୱର ମନ୍ଦିରରେ ସିଂହ ସଂକ୍ରାନ୍ତି ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଉପଖଣ୍ଡ ସ୍ଥିତ ଝାଡେଶ୍ୱର ମନ୍ଦିର ଠାରେ ସିଂହ ସଂକ୍ରାନ୍ତି ବଡ ଆଡମ୍ବରରେ ପାଳନ ହୋଇଯାଇଛି । ପୂଜା ଅର୍ଚ୍ଚନା କରିଥିଲେ ଗୌର ତ୍ରିପାଠୀ, ଭାଗବତ ପାରାୟଣ ଗୀତ ଗାୟିକା ଶ୍ରୀମତୀ ମନସ୍ଵିନୀ ସାହୁ ଯୋଗ ଦେଇଥିଲେ । ସଙ୍ଗୀତ ପରିବେଷଣ କରିଥିଲେ
Read More...

ମାଟିଲଗ୍ନା ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ୍ ସ୍ଥିତ ବାନପ୍ରସ୍ତ ମାତୃଛାୟା ଆଶ୍ରମରେ ମା' ମାଟିଲଗ୍ନାଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି କିଶୋର ପ୍ରଧାନ ମୁଖ୍ୟ ଅତିଥି
Read More...

ଟୋକିଓ ଅଲିମ୍ପିକ୍ସ ଭାରତୀୟ ହକି ଖେଳାଳିଙ୍କ କାନ୍ଧରେ ପଡ଼ିଲା ସମ୍ବଲପୁରୀ ଉତ୍ତରୀୟ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବୟନଶିଳ୍ପ ଓ ହସ୍ତତନ୍ତରେ ବିଶ୍ୱ ଦରବାରରେ ସମ୍ବଲପୁରୀ ବସ୍ତ୍ରାଳୟର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକାର ବୟନକଳା ବିଶ୍ୱ ଦରବାରରେ ପ୍ରସିଦ୍ଧ । ସମ୍ବଲପୁରୀ ବାନ୍ଧକଳା ଦେଶ ବିଦେଶରେ ପରିଚିତ । ବିଭିନ୍ନ ସରକାରୀ ଉତ୍ସବ ହେଉ କିମ୍ବା ରାଜ୍ୟକୁ କୌଣସି
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଶପଥ ସେବା ସଂସ୍ଥା ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ଦିବସକୁ ମନେରଖିବା ଅବସରରେ ରେମଣ୍ଡା ସେବା ଶପଥ ସଂସ୍ଥା ଓ ଓଡ଼ିଶା ମୋ ପରିବାରର ଜୀବନ ବିନ୍ଦୁର ମିଳିତ
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୨୬ ତମ ପବିତ୍ର ଶ୍ରାଦ୍ଧ ଦିବସ ପଞ୍ଚବଟୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ବରଗଡ଼ ସହର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ
Read More...