Browsing Tag

bamara news

ଟ୍ରେନ୍‌ ଖସି ଜଣେ ମହିଳାଙ୍କ ମୃତ

ବାମରା : ଶନିବାର ଅପରାହ୍ନରେ ହାଓଡ଼ା - ଟିଟିଲାଗଡ଼ ଇସ୍ପାତ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ରୁ ଖସି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ବାମରା - ଧରୁଆଡ଼ିହି ମଧ୍ୟବର୍ତ୍ତୀ କୁଅଁରମାଲ ଫାଟକ ନିକଟରେ ଜଣେ ପ୍ରାୟ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଖବର ବିଷୟରେ ଟ୍ରେନ୍‌ ଚାଳକ ବାମରା
Read More...

ବାମରାରେ ରେଳ ରୋକ୍‌

ବାମରା : ବାମରା ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ରହଣି ଦାବୀରେ ରେଳ ରୋକ୍‌ କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ପୂର୍ବରୁ ରହୁଥିବା ଏକ୍ସପ୍ରେସ୍‌ ପୁନଃର୍ବାର ରହଣି ଦାବୀରେ ଆନ୍ଦୋଳନ କରାଯାଇଛି । ତେବେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ଆନ୍ଦୋଳନ କରାଯାଇଥିବା
Read More...

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ୮୧ତମ ଜନ୍ମ ଦିବସ ମହାସମାରୋହରେ ପାଳିତ

ବାମରା, (ସତ୍ୟନାରାୟଣ ପ୍ରଧାନ) : ବିଶିଷ୍ଟ ସମ୍ବଲପୁରୀ ଗୀତିକାର ତଥା ବହୁ ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ଦିନକୁ ତାଙ୍କ ଗ୍ରାମ ରଙ୍ଗବତୀ ବିଳୁଙ୍ଗରେ ପାଳନ କରାଯାଇଛି । ଶିକ୍ଷା, କ୍ରୀଡା ଓ ସଂସ୍କୃତି ଅନୁଷ୍ଠାନ ତଥା ତାଙ୍କ ଶୁଭେଚ୍ଛୁଙ୍କ
Read More...

ନିଷ୍ଠୁର କରୋନାର ପ୍ରହାର : ଗୋଟିଏ ଦିନରେ ପତି ପତ୍ନୀ ଭଭୟଙ୍କ ଦେହାନ୍ତ

ବାମରା : ନିଷ୍ଠୁର କରୋନାର ପ୍ରହାର ଏବେ ବି ଜାରି ରହିଛି । ସମ୍ବଲପୁର ଜିଲ୍ଲାର ବାମରାର ଷ୍ଟେସନ୍‌ବସ୍ତିରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର । ଗୋଟିଏ ଦିନରେ କରୋନା ସଂକ୍ରମିତ ଦୁଇ ସ୍ୱାମୀ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ
Read More...