ଅସହାୟ ବୃଦ୍ଧଙ୍କୁ ସାହାରା ଦେଲା ପଶ୍ଚିମ ଓଡିଶା ଯୁବାମଞ୍ଚ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ାର ପଞ୍ଚାୟତର ସାଲେଭଟା ଗାଁରେ ପାଖାପାଖି ୭୦ ବର୍ଷୀୟ ଜଣେ ଅଜଣା ବ୍ୟକ୍ତି ଗାଁକୁ ୧୫ ଦିନ ହେଲା ଆସି ରହିଯାଇଥିଲେ । ସେ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କ ଗୋଡରେ ଘା' ହୋଇଥିଲା । ଏପରିକି ସେହି ଘା'ରେ!-->…
Read More...
Read More...