ଜାତୀୟ କର୍କଟ ସଚେତନତା ଦିବସ ପାଳନ କଲା ସଂକଲ୍ପ ପରିବାର
ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ନଭେମ୍ବର ୭ ତାରିଖ ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର । କ୍ୟାନ୍ସର ରୋଗୀଙ୍କ ସଂଖ୍ୟାରେ ଭଟିଣ୍ଡା!-->…
Read More...
Read More...