lika

ଓଡିଶା ଷ୍ଟେଟ୍‌ ଉଷୁ ଟ୍ରେନିଂ କ୍ୟାମ୍ପ ଉଦ୍‌ଯାପିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଷ୍ଟେଟ୍‌ ଉଷୁ ଟ୍ରେନିଂ କ୍ୟାମ୍ପ ସଫଳତା ସହିତ ଉଦ୍‌ଯାପିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିର ଠାରେ ଗତ ୨୧ ଏପ୍ରିଲଠାରୁ ୧ ମେ (୧୦ ଦିନ) ପର୍ଯ୍ୟନ୍ତ ଜାଲିଥିବା ଏହି ଉଷୁ ମର୍ସଲ ଆର୍ଟ୍ସ ଟ୍ରେନିଂ କ୍ୟାମ୍ପ ଆଜି ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଖେଳ ଅଧିକାରୀ ପରାସର ବାଗ, ଆନ୍ତର୍ଜାତୀୟ ମହିଳା କ୍ରିକେଟ୍‌ ଖେଳାଳି ମାଧୁରୀ ମେହେଟା, ଓଡିଶା ଉଷୁ ସଂଘର ଚେୟାରମେନ୍‌ ଇ. ସୁଧାଂଶୁ ଶେଖର ହରିଚନ୍ଦନ, ଆନ୍ତର୍ଜାତୀୟ ଉଷୁ ଜଜ୍‌ ପ୍ରଦ୍ୟୁମ୍ନ ବେହେରା, ଓଡିଶା ଉଷୁ ସଂଘର ସାଧାରଣ ସଂପାଦକ ଯୁବରାଜ ହରିଚନ୍ଦନ, ଓଡିଶା ଉଷୂ ସଂଘର ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ଏବଂ ବଲାଙ୍ଗିର ଜିଲ୍ଲା ଉଷୁ ସଂଘର ସଭାପତି ତପନ କୁମାର ପାଣିଗ୍ରାହୀ, ଉପସଭାପତି ବାବୁଲାଲ ନାଏକ ଏବଂ ଶେଷରେ ବଲାଙ୍ଗିର ଜିଲ୍ଲା ଉଷୁ ସଂଘର ସାଧାରଣ ସଂପାଦକ ଯୁଧିଷ୍ଠିର ଗୁରହାଣ୍ଡି ଅତିଥି ତଥା ଖେଳାଳିମାନଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ ।

babaa
Leave A Reply

Your email address will not be published.