csstore

୯ ଫୁଟର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବେଲଗାଁରୁ ୯ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କମଳ ଭୋଇଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇବା ପରେ ବିକିଜି ନାଗଙ୍କୁ ଖବର ଦେବା ପରେ ଶ୍ରୀ ନାଗ ଆସି ଉକ୍ତ ଅଜଗରକୁ ଉଦ୍ଧାର କରି ନେଇ ପାଖ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.