oom

ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ

jsmm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପଞ୍ଚାୟତ ଅନ୍ତର୍ଗତ ଡିଆନାଳି ଗ୍ରାମର ପାଙ୍ଗାଲା ମୁଣ୍ଡା ୪୦ ବର୍ଷ ତାଙ୍କର ସ୍ୱାମୀ ଗୋବିନ୍ଦ ମୁଣ୍ଡା ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ।ତାକୁ କଣ କାମୁଡି ଦେଇଥିବା ଭାବି ସେ ଗୁରୁତ୍ୱ ଦେଇନଥିଲେ । ଆଜି ସକାଳୁ ତାଙ୍କର ଦେହ ଭଲ ନ ଲାଗିବାରୁ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।

jittmm
Leave A Reply

Your email address will not be published.