କଣ୍ଟାବାଞ୍ଜିରୁ ଅନ୍ୱେଷା ଛାତ୍ରାବାସକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଅନ୍ୱେଷା ଛାତ୍ରାବାସରୁ ଦୈନିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ସ୍କୁଲଗୁଡିକୁ ଯାତାୟାତ କରିଥାନ୍ତି । ଅନ୍ୱେଷା ଛାତ୍ରାବାସରୁ କଣ୍ଟାବାଞ୍ଜି ଯାଇଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିବାରୁ ଯାନବାହାନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ରାସ୍ତାର ମରାମତି କରାଯିବାକୁ ଜନ ସାଧାରଣରେ ଦାବୀ କରାଯାଇଛି ।

Leave A Reply

Your email address will not be published.