jayashree

ପ୍ରଶଂସନୀୟ କାର୍ଯ୍ୟ କଲେ ବରଗଡ଼ ଟ୍ରାଫିକ ହାବିଲଦାର ଯତୀନ କୁମାର ଶତପଥୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଛକରେ ଆଜି ସନ୍ଧ୍ୟା ୬ଟା ସମୟରେ କୌଣସି ଏକ ଗାଡି ଧକାରେ ଗୋଟିଏ ବାଛୁରୀ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ବୁଲୁଥିବା ଦେଖି ସେଠାରେ କାର୍ଯ୍ୟରତ ଟ୍ରାଫିକ ହାବିଲଦାର ଯତୀନ କୁମାର ଶତପଥୀ ନିଜର ମାନବିକତାର ପରିଚୟ ଦେଇଥିଲେ । ଆହତ ବାଛୁରୀଟିକୁ ପ୍ରାଣୀ ଚିକିତ୍ସିକ ଡ଼ା.ସୁବୋଧ କର ଓ ରମେଶ ମହାକୁରଙ୍କ ସହ ମିଶି ତା’ର ଚିକତ୍ସାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.