om academy

ଶୁଣ୍ଢରେ କଚାଡ଼ି ମାରିଲା ହାତୀ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ପାନପୋଷ ପଞ୍ଚାୟତ କଦମବାହାଲ ଗାଁରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ହେଲେ ଚାରୁଆ ଏକ୍କା । ହାତୀ ଗାଁ ଭିତରକୁ ପଶି ଆସିଥିବା ଶୁଣି ଘରୁ ବାହାରିଲା ବେଳେ ଚାରୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ଶୁଣ୍ଢରେ କଚାଡ଼ି ତାଙ୍କୁ ମାରିଦେଇଥିଲା ।

Leave A Reply

Your email address will not be published.