oom

ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମଇ ମାସ ୧ ତାରିଖରୁ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ତଥା କ୍ରୀଡ଼ା ଛାତ୍ରାବାସ ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ୧୨ ବର୍ଷ ବୟସ ପିଲାମାନଙ୍କୁ ନେଇ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଫୁଟବଲ ପ୍ରଶିକ୍ଷକ ପରାସର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ । ଆଗ୍ରହୀ ଫୁଟବଲ ପ୍ରତିଭା ତଥା ଅଭିଭାବକମାନଙ୍କୁ ଅନୁରୋଧ ସେମାନେ ଯଥାଶୀଘ୍ର ନିଜ ତଥା ନିଜ ସନ୍ତାନମାନଙ୍କ ନାମ ପଞ୍ଜୀକରଣ କରାଇ ଏହି ପ୍ରଶିକ୍ଷଣ ଶିବିରର ସୁଯୋଗ ନେବାକୁ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ତଥା କ୍ରୀଡ଼ା ଛାତ୍ରାବାସ ବଲାଙ୍ଗିର ତରଫରୁ ଅନୁରୋଧ କରାଯାଇଛି । ଉକ୍ତ ଶିବିରଟି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ପରିଚାଳିତ ହେଉଛି ।

jittmm
Leave A Reply

Your email address will not be published.