ରାଜ୍ୟରେ ୩ ଜଣଙ୍କ ପ୍ରାଣହାନୀ କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩ ଜଣଙ୍କ କରୋନା ସଂକ୍ରମଣରେ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାରୁ, ବାଲେଶ୍ୱର ଜିଲ୍ଲାରୁ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା କୁହାଯାଇଛି ।

Leave A Reply

Your email address will not be published.