କଣ୍ଟେନମେଣ୍ଟ ହଟିଲା

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ରିପୋର୍ଟକୁ ନଜର୍ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ହଟାଯାଇଛି ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଧାରାଣୀପଡ଼ା (ୱାଡର଼୍ ନଂ.୧୧), ପାଟଣାଗଡ଼ ଏନ୍ଏସି. ଅନ୍ତର୍ଗତ ହୀରାସାଗରପଡ଼ା ଏବଂ ଖପ୍ରାଖୋଲ ବ୍ଲକର ପଡ଼ିଆବାହାଲ ଗ୍ରା.ପ. ଅନ୍ତର୍ଗତ ଦେଦର୍ହୋ ଗ୍ରାମରୁ । ସଂପୃକ୍ତ ଘୋଷଣା ଆଜି ରାତି ୧୨ଟାରୁ ଲାଗୁ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.