jsm

ବରଗଡ଼ ଜିଲ୍ଲାରେ କୋଭିଡ଼ କାର୍ୟ୍ୟରେ ଅସହଯୋଗ ଦେଖାଦେଇଛି

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ମଧ୍ୟ ସରକାର ପାରାମେଡିକ୍ସ୍ କର୍ମୀଙ୍କୁ ଭୂଆଁ ବୁଲାଉଛନ୍ତି । ଗତ ବର୍ଷରୁ ଦୀର୍ଘ ମାସ ଧରି କରୋନା ବିଭୀଷିକା ମଧ୍ୟରେ ନିଜକୁ ଜଳାଞ୍ଜଳି ଦେଇଛନ୍ତି ଏବଂ ପୁରସ୍କାର ପୂର୍ବକ ଆମ ସରକାର ଆମକୁ ଆଇନ କାନୁନ ଦେଖେଇ ଛଟେଇ କରିଥିଲେ ଏବଂ ଶହେ ଦିନର ଲୋୟର ପି.ଏମ.ଜି ଧାରଣାରତ ଅସଲ କୋଭିଡ ଯୋଦ୍ଧାଙ୍କ ଏବଂ ସେମାନଙ୍କ ପରିବାରର କରୁଣ କାହାଣୀ ବୁଝି ପାରୁ ନାହାଁନ୍ତି । ଏଣୁ କଥାରେ ଅଛି ସମ୍ପଦ କାଳେ ସର୍ବେ ଶଖା… ବିପଦେ ନ ଦିଅନ୍ତି ଦେଖା… ଜନତାଙ୍କ ବିପଦ ବେଳେ ସରକାରଙ୍କୁ ସହଯୋଗ ମୁତାବକ ଯୋଦ୍ଧା ମାନେ ରାଜଧାନୀ ରାଜ ରାସ୍ତାରେ ଭିକ୍ଷାବୃତ୍ତି କରି ପେଟ ଭରୁଛନ୍ତି ବୋଲି ପରାମେଡିକ୍ସ କର୍ମୀ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ପାରାମେଡିକ୍ସ୍ କର୍ମୀଙ୍କୁ ନ୍ୟାୟ ନ ମିଲେ ଆନ୍ଦୋଳନ ସମଗ୍ର ଓଡ଼ିଶାରେ ବ୍ୟାପିବ ବୋଲି ପାରାମେଡିକ୍ସ କର୍ମୀ ଚେତାବନୀ ଦେଇଛନ୍ତି ।

yuvodaya
Leave A Reply

Your email address will not be published.