om academy

୨ ଫୁଟର କଲେର ସାପ ଉଦ୍ଧାର କଲେ ବିକି

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଟର ବ୍ଳକ ଘୁନସର ଗ୍ରାମ ସ୍ଥାନୀୟ ଡାକ୍ତରଖାନାର କର୍ମଚାରୀ ଘରକୁ ଏକ ସାପ ପସି ଯାଇଥିଲା । ତେବେ ପରିବାର ଲୋକେ ଦେଖିବା ପରେ ସାପ ଧରାଳି ବିକି ଜି ନାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ପହଁଚି ୨ ଫୁଟର କଲେର ସାପକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.