ମୁମ୍ବାଇ : ଲୋକପ୍ରିୟ ମାଗାଜିନ୍ ‘ଫୋର୍ବସ୍’ ପତ୍ରିକାରେ ସୋସିଆଲ ମିଡିଆର ବିଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର । ସୋସିଆଲ୍ ମିଡିଆରେ ଅମିତାଭ ବଚ୍ଚନଙ୍କର ୧୦୫ ମିଲିୟନ୍ ଫଲୋଅର୍ସ ରହିଥିବା ବେଳେ ଅକ୍ଷୟ କୁମାରଙ୍କର ୧୩୧ ମିଲିୟନ୍ ଫଲୋଅର୍ସ ଅଛନ୍ତି ।