ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମୀକ୍ଷା ଉନ୍ନୟନ ମୂଳକ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସୋନପୁରର ଇଷ୍ଟଦେବୀ ମା' ସୁରେଶ୍ଵରୀଙ୍କ ମନ୍ଦିର ପରେ ପାତାଳୀ ଶ୍ରୀକ୍ଷେତ୍ର ଏବଂ ମା' ମେଟାକାନୀଙ୍କ ମନ୍ଦିର ଦର୍ଶନ କରିଥିଲେ । ପରେ!-->…
Read More...
Read More...