ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସିକୁ ହରାଇ କୁରୁଲ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁହେଲ ସ୍ଥିତ ଡିଙ୍ଗର କୁଅଁର ଖେଳ ପଡିଆରେ ଡିଙ୍ଗର କୁଅଁର ଯୁବକ ସଂଘ, ଦୁହେଲ, ରାମଜି ଯୁବକ ସଂଘ ବରଣ୍ଡାବାହାଲ, ଭବାନି ଶଙ୍କର ଯୁବକ ସଂଘ କୁଟେନପାଲିର ମିଳିତ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍ କ୍ୟାମ୍ପରେ ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟସ୍ ଏବଂ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ତାଲିମ କେନ୍ଦ୍ର ଓ ଦୁଃସାହସିକ ଅନୁଷ୍ଠାନ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ବରୁଣେଇ, ଖୋର୍ଦ୍ଧାଠାରେ ଡିସେମ୍ବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା "୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍" କ୍ୟାମ୍ପରେ
Read More...

ବାର୍ଦ୍ଧକ୍ୟ ଭତ୍ତା ମିଳିବାରେ ବିଳମ୍ବ : ହଇରାଣ ହିତାଧିକାରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବୃଦ୍ଧ ପେନସନ ହିତାଧିକାରୀମାନେ ଗତ ଦୁଇମାସ ଧରି ସେମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ନପାଇବା ପରେ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତରୁ ସିଧାସଳଖ ଭତ୍ତା ସଂଗ୍ରହ କରୁଥିବା ହିତାଧିକାରୀ ଭତ୍ତା
Read More...

ଚିମିନିଭାଟିପଡ଼ା ଶାସ୍ତ୍ରୀ କ୍ଲବ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୭ ଡିସେମ୍ବର ୨୦୨୫ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ । ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଚିମିନିଭାଟିପଡ଼ା (ଶାସ୍ତ୍ରୀ କ୍ଲବ) ଠାରେ ଅନୁଷ୍ଠିତ ହେଇଥିଲା । ଏହି
Read More...

ତୁରେକେଲା ବ୍ଲକ ମୁରିବାହାଲ ଗାଁ ରେ ମା’ ମାହେଶ୍ୱରୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମୁରିବାହାଲ୍ ଗାଁ ଠାରେ ୧୫ ତମ ମାଁ ମାହେଶ୍ୱରୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁତୁରା ମୁକେଶ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଖେଳାଳିମାନଙ୍କୁ
Read More...

କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ନଗରରେ ବିଜେପି ପାର୍ଟୀର ଟ୍ରେଡ଼ ମାର୍କ କୁହାଯାଉଥିବା ଚା ପର ଚର୍ଚ୍ଚା କାର୍ଯ୍ୟକ୍ରମ ପଶୁ ଚିକିତ୍ସାଳୟ ନିକଟରେ ଥିବା ଚା ଦୋକାନରେ ଭାଗ ନେଇଥିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ । ଏହି ସମଯରେ କେସିଙ୍ଗାର ବିଶିଷ୍ଟ ବିଜେପି
Read More...

ବଲାଙ୍ଗିର ସିଭିଲ୍ କୋର୍ଟଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗିର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ କୋର୍ଟ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ
Read More...

ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ୨୯ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ଏମଏଲଏ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଯୁବନେତା ଆକାଶ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତି ପାଳିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ପୂର୍ଵତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତି ଆଗଲପୁର ବ୍ଲକ ବକଟି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ପାଳିତ ହୋଇଯାଇଛି । ଏଥିରେ ବିଜେପିର ସୁରେଶ ମହାଲିଙ୍ଗ, ପୂର୍ଵ ବକଟି ସରପଞ୍ଚ ତଥା ବିଜେପି ନେତା ସୀତାରାମ
Read More...

ୱାର୍ଡ଼ସଭ୍ୟାଙ୍କ ସ୍ଵାମୀଙ୍କୁ ବିଭତ୍ସ ହତ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୁରସିଂହା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଇନ୍ଦିରାପାଲି ପଡ଼ା ୧୫ ନମ୍ବର ୱାର୍ଡ଼ର ସଭ୍ୟା ତପ ମଲ୍ଲିକଙ୍କ ସ୍ଵାମୀ ଦାସ ମଲ୍ଲିକ (୬୫)ଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ସାନଭାଇ ସୁରୁ
Read More...