Yearly Archives

2026

ପଶ୍ଚିମ ଏସିଆର ସାମ୍ପ୍ରତିକ ପରସ୍ଥିତି ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ତୈଳ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଗତିଶୀଳତାକୁ ତ୍ୱରାନ୍ୱିତ କରିଛନ୍ତି ସରକାରଇଭି ଗ୍ରହଣ ଏବଂ ଉତ୍ପାଦନ ଗତିକୁ ବଜାୟ ରଖିବା ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାକୁ ପ୍ରୋତ୍ସାହନଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛିସୁରକ୍ଷିତ ଭାବରେ ହର୍ମୁଜ୍
Read More...

ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର       

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭାଗୃହରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପି.ଇ.ଓ.ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ନୂଆପଡାରେ ଓଡ଼ିଆ ପକ୍ଷ ଅବସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ପାଳିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ଏକ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ
Read More...

ନୂଆପଡା କୁରେଶ୍ୱର ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ
Read More...

୧୪ ଏପ୍ରିଲ୍, ୨୦୨୬ : ଜାତୀୟ ଡଲଫିନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ଡଲଫିନ୍ ଦିବସ" ପ୍ରତିବର୍ଷ ୧୪ ଏପ୍ରିଲରେ ଆମେରିକାରେ ପାଳନ କରାଯାଏ, ଯେତେବେଳେ ଭାରତରେ ଏହା ୫ ଅକ୍ଟୋବରରେ ପାଳନ କରାଯାଏ । ଏହି ଦିନଟି ସାମୁଦ୍ରିକ ସ୍ତନ୍ୟପାୟୀ ଡଲଫିନ୍ ଏବଂ ସମୁଦ୍ର ପରିସଂସ୍ଥା ସୁରକ୍ଷାରେ ଏହାର ଗୁରୁତ୍ୱ ପାଇଁ
Read More...

ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିବାରୁ ୨ କି.ମି. ଶବକୁ ବୋହି ନେଲେ ଗ୍ରାମବାସୀ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଆମ୍ବୁଲାନ୍ସ ଯିବାକୁ ରାସ୍ତା ନ ଥିବାରୁ ୨ କି.ମି. ଶବକୁ ବୋହି ନେଲେ ଗ୍ରାମବାସୀ । ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରି ବ୍ଳକ କାର୍ଲ୍ଲାଘାଟି ପଞ୍ଚାୟତର କଡିକାପଦର ଗ୍ରାମର ରାମ କିମ୍ବାକା ସ୍ତ୍ରୀ ମାତେଡି କିମ୍ବାକା (୪୫)
Read More...

କେସିଙ୍ଗା ନଗର ବିଜେପି ତରଫରୁ ୧୩୫ ତମ ବାବା ସାହେବ ଡଃ ବି. ଆର ଆମ୍ବେଦକର ଜୟନ୍ତୀ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ୧୩୫ ତମ ବାବା ସାହେବ ଡଃ. ବି. ଆର. ଆମ୍ବେଦକର ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ପାଳିତ ହୋଇଯାଇଛି । କେସିଙ୍ଗା ଆମ୍ବେଦକର ଛକ ନିକଟରେ ବାବା ସାହେବ ଡାଃ. ବି. ଆର. ଆମ୍ବେଦକରଙ୍କ
Read More...

ଯାତ୍ରାଦେଖା ହେଲା ଶେଷ ଯାତ୍ରା-ଯୁବକକୁ ପିଟି ପିଟି ହତ୍ୟା ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଯାତ୍ରା ଦେଖା ହେଲା ଶେଷ ଯାତ୍ରା । ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଦୁମଦୁମୀ ଛକରେ । ମୃତ ବ୍ୟକ୍ତି ଜଣକ ଲୁହୁରାପାଲି ଗାଁର ୩୫ ବର୍ଷୀୟ
Read More...

ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ କ୍ଷେତ୍ର ଦିବସ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଧାନଚାଷ ପରବର୍ତ୍ତୀ ପଡିଆ ଜମି ପରିଚାଳନା ସମ୍ବନ୍ଧୀୟ ଏକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ
Read More...

ଅପ୍ରେଲ ୧୪ରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀଏହି କରିଡର ଦିଲ୍ଲୀ ଏବଂ ଡେରାଡୁନ୍ ମଧ୍ୟରେ ଯାତ୍ରା ସମୟକୁ ୬ ଘଣ୍ଟାରୁ ହ୍ରାସ କରି ପ୍ରାୟ ୨.୫ ଘଣ୍ଟା କରିବମଣିଷ-ପଶୁ ସଂଘର୍ଷକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବା ଲକ୍ଷ୍ୟରେ କରିଡରକୁ ଅନେକ ବୈଶିଷ୍ଟ୍ୟ ସହିତ ଡିଜାଇନ୍
Read More...