Yearly Archives

2026

ଟିଟିଲାଗଡରେ ଡଃ. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୁମଧାମରେ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମ ଦେଶର ମହାପୁରୁଷ ରାଷ୍ଟ୍ରନାୟକ ତଥା ଅର୍ଥନୈତିକ ସମାଜ ସଂସ୍କାରକ ତଥା ସମ୍ବିଧାନର ନିର୍ମାତା ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ଟିଟିଲାଗଡ ଛକୋର ଗଙ୍ଗା ଘାସି ମହସମାଜ ତରଫରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ
Read More...

ସଇଁତଲା ସହରରେ ବାବାସାହେବଙ୍କ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୁମଧାମର ସହ ପାଳନ କରାଯାଇଛି । ସ୍ଥାନୀୟ ଯୁବକ ଓ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇ ସହର ପରିକ୍ରମା କରିବା ପରେ ବରାହମାଲ ଗାଁକୁ ପହଞ୍ଚି ଏହି ଅବସରକୁ ଉତ୍ସବମୁଖର ଭାବେ
Read More...

ଡଃ. ବି. ଆର୍‌. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଅବସରରେ ମୁସଲିମ ସମାଜ ପକ୍ଷରୁ ସରବତ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ସମ୍ବିଧାନ ପ୍ରଣେତା ଡଃ. ବି. ଆର୍‌. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଏବଂ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମଗ୍ର ସହରରେ ଉତ୍ସାହ,
Read More...

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକଙ୍କ ଜନ୍ମଦିନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ପ୍ରଣେତା ବିଶ୍ୱ ରତ୍ନ ଡଃ. ଭୀମ ରାଓ ଆମ୍ବେଦକରଙ୍କ ପବିତ୍ର ଜନ୍ମ ଦିବସରେ ଡି.ବି.ଏଫ୍‌. ଫାଉଣ୍ଡେସନ ସାଲେପାଲିର ସଭାପତି ପାଣ୍ଡବ ଚରଣ କୁମ୍ଭାରଙ୍କ ସଭାପତିତ୍ୱରେ ଫାଉଣ୍ଡେସନର ସାଧାରଣ ସଂପାଦକ ଆକାଶ ସାଗଙ୍କ ନେତୃତ୍ୱରେ ଅଗଣିତ ଆମ୍ବେଦକର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସେମିନାର ସହିତ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଜି ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ଏକ ଦିନିକିଆ ସେମିନାର ସହିତ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନ କରିଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ବିଭୂତି ଭୂଷଣ ମଲ୍ଲିକ, ଡକ୍ଟର ପ୍ରତାପ କୁମାର ଦାଶ
Read More...

ଓଡ଼ିଆ ପକ୍ଷ ଅବସରରେ “ପାରମ୍ପରିକ ଖାଦ୍ୟ ପାଇଁ ଦିନଟିଏ – ଆମ ରୁଚି, ଆମ ଖାଦ୍ୟ” ପାଳିତ

-ନାରୀ ଶକ୍ତି ବନ୍ଦନ ଅଧିନିୟମ -ନୂତନ ଯୁଗର ଆରମ୍ଭ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଆ ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପରିଧାନ ଓ ପାରମ୍ପରିକ ଖାଦ୍ୟର ଉତ୍କର୍ଷତା ପ୍ରତିପାଦନ ପୂର୍ବନ ଏହାକୁ ସୁରକ୍ଷିତ ରଖିବା ଓ ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଓଡିଶା
Read More...

କୋଟିଆରେ ଶିଶୁ ସାହିତ୍ୟିକଙ୍କ ଦ୍ଵାରା ଓଡିଆ ଶିଶୁ ପତ୍ରିକା ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମାତୃଭୂମି ଓ ମାତୃଭାଷା ପରିବାରର ମିଳିତ ସହଯୋଗରେ ତିନିଦିନ ଧରି ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଏବଂ ସାରସ୍ଵତ ଆସର କୋରାପୁଟ ଜିଲ୍ଲାର କୋଟିଆଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ତଥା ଆନ୍ଧ୍ର
Read More...

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା' ପାଟଖଣ୍ଡା ମନ୍ଦିର
Read More...

ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି । ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ
Read More...

ସିଏମ୍‌ ଟ୍ରଫି -୨୦୨୬ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ବାଳକ ବର୍ଗରେ ଆଗଲପୁର ଓ ବାଳିକା ବର୍ଗରେ ଦେଓଗାଁ ଚାମ୍ପିୟନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍‌ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଭଲିବଲ ଚାମ୍ପିୟନସିପ୍‌ -୨୦୨୬ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଉଦ୍‌ଯାପିତ ହୋଇଯାଇଛି । ବାଳିକା ବର୍ଗରେ
Read More...