Yearly Archives

2026

ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ସୁବର୍ଣ୍ଣପୁର ପୋଲିସ

ଚୋରିରେ ପବଜୀ ଗେମ୍ ଖେଳୁଥିବା ଉତ୍ତରପ୍ରଦେଶର ସାଙ୍ଗ ସାମିଲ୍ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାସ କଲା ସୁବର୍ଣ୍ଣପୁର ପୋଲିସ । ଏ ନେଇ ଆଜି ଏକ
Read More...

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଶିଷ୍ଟ ଶିକ୍ଷାବିତ୍ ଏବଂ ବରିଷ୍ଠ ସମାଜସେବୀ ଲାୟନ୍ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ତଥା ପଶ୍ଚିମ ଓଡ଼ିଶାର ସିବିଏସଇ ଅନୁବନ୍ଧିତ ଆବାସିକ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ଛାତ୍ରଛାତ୍ରୀମାନେ ଏ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାରେ
Read More...

ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ କିରାଣୀଙ୍କ ଚୌକି ମୋହ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଏବେ ଠିକ୍ ନ ଥିବା ସାଧାରଣରେ ଆଲୋଚନା ହେଉଛି । ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ନିର୍ବାଚିତ ହୋଇଥିବା ବେଳେ ବିଭାଗର ସମସ୍ୟା ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି
Read More...

ପଥର ବ୍ଲାଷ୍ଟିଂ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗ

ଅଭିଯୋଗ ପରେ ମଧ୍ୟ ତତ୍ପରତା ଦେଖାଉ ନାହିଁ ପ୍ରଶାସନ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲ ପଂଚାୟତର ଉଚ୍ଛବପାଲି ଠାରେ ପଥରକୁଆରି ବ୍ଲାଷ୍ଟିଂ ଯୋଗୁଁ ଚାଷୀ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଏହାକୁ ନେଇ କିଛି ବର୍ଷ ପୂର୍ବେ ପୂର୍ବତନ ଆଇନମନ୍ତ୍ରୀ
Read More...

କାଳବୈଶାଖୀ ଯୋଗୁଁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ହୋର୍ଡିଂ କ୍ଷତିଗ୍ରସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ଏବଂ ପ୍ରବଳ ପବନ ସହ ବର୍ଷା ପ୍ରଭାବରେ ରାଉରକେଲା ସରକାରୀ କଲେଜ ନିକଟସ୍ଥ ରୋଟାରୀ ଛକରେ ଥିବା ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ପିଡବ୍ଲୁଡିର ଏକ ବଡ଼ ସୂଚନା ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା । ସୌଭାଗ୍ୟବଶତଃ, ଘଟଣା
Read More...

ଗ୍ୟାସ ପାଇଁ ଗ୍ରାହକ ହଇରାଣ

ଏଣିକି ହୋମ ଡେଲିଭରୀ ଏଜେନ୍ସୀ ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଦେଶରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ସବୁ ଆଡ଼େ ରନ୍ଧନ ଗ୍ୟାସ ସଙ୍କଟ ଦେଖା ଦେଇଛି । ସେହିପରି ସୋନପୁର ସହରରେ ଥିବା ଏଚ୍‌ପି ଗ୍ୟାସ ଏଜେନ୍ସି ମଧ୍ୟ ସେହିଦିନ ଠାରୁ ହୋମ୍ ଡେଲିଭରି ସେବା ଯୋଗାଇବାରେ
Read More...

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୯ ତାରିଖ ଦିନ ସୁଧୀର
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବର୍ଣ୍ଣାଢ୍ୟ ଜନ୍ମ ମହୋତ୍ସବ : ଭଜନ, ନୃତ୍ୟ, ସଂଗୀତ ଓ ୧୮୦ ଦେଶର ଶ୍ରଦ୍ଧାଳୁଙ୍କ ସମେତ ଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ଗତ ମଇ ୧୩ ତାରିଖରେ ବିଶ୍ଵ ବରେଣ୍ୟ ସନ୍ଥ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜନ୍ମ ମହୋତ୍ସବ ଉପଲକ୍ଷେ ସକାଳ ଠାରୁ ରାତି ପର୍ଯ୍ୟନ୍ତ ସହର
Read More...

ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଓ କବିତା ପାଠ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ଶବ୍ଦନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା, କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି
Read More...

ଶୁଖିଲା ପଡ଼ିଛି ଅଙ୍ଗ ନଦୀ : ପିଇବା ପାଣିର ଉତ୍କଟ ସମସ୍ୟା, ନଦୀ ଖଣ୍ଡିରେ ଗ୍ରାମବାସୀ

କୁଟାସିଂହା ବ୍ୟାରେଜ ଶୀଘ୍ର ଆରମ୍ଭ କରିବାକୁ ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଥିବା ଅଙ୍ଗନଦିର ତଳ ମୁଣ୍ଡ ଉଭୟ ପଟର ଗ୍ରାମ ମାନଙ୍କରେ ପାନୀୟ ଜଳର ଉତ୍କଟ ସମସ୍ୟା ବଢ଼ିବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହ ସମୟରେ ପିଇବା ପାଣି ପାଇଁ ହାହାକାର
Read More...