ଅଢେଇ ବର୍ଷ ପୁରୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ରାଉରକେଲା ପୋଲିସ
ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଥାନାର ଏକ ଅଢେଇ ବର୍ଷ ପୁରୁଣା ଅଜଣା ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ । ମାମଲା ନଂ - ଝିରପାଣି ଥାନା କେସ୍ ନଂ ୪୫/ ୦୮.୦୩.୨୦୨୪, ଧାରା ୩୬୪/୩୭୯/୩୦୨ ଆଇପିସି । ମୃତକ ହେଉଛନ୍ତି ବିଶ୍ରା ଜାମବର୍ଣ୍ଣାର ମଙ୍ଗଳ ଓରାମ ।!-->…
Read More...
Read More...