Yearly Archives

2026

ତିନି କୋଟିର ଚୋରି ସାମଗ୍ରୀ ଉଦ୍ଧାର କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ଏକ ବଡ଼ ଚୋରି ଘଟଣାର ପର୍ଦ୍ଦାଫାଶ କରିଥିବା ନେଇ ସୂଚନା ରହିଛି । ଖୋଦ୍‌ ବଲାଙ୍ଗିର ଏସ୍‌ପି ଏହି ଘଟଣାକୁ ନେଇ ରିଜର୍ଭ ପୋଲିସ ଠାରେ ଏକ ପ୍ରେସମିଟ କରି ଘଟଣାର ଖୁଲାସା କରିଛନ୍ତି । ଗତ ପ୍ରାୟ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର…
Read More...

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ଦେବେନ୍ଦ୍ର ସ୍ମୃତି ନ୍ୟାସର ମିଳିତ ଆନୁକୂଲ୍ୟରେ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ…
Read More...

ରକ୍ଷାବନ୍ଧନରେ ଆମ ବସ୍‌ ଚଳାଚଳ ଠପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ ଅବସରରେ ଗୁରୁବାର ମହିଳାଯାତ୍ରୀଙ୍କୁ ଆମ ବସ୍‌ ପକ୍ଷରୁ ମାଗଣା ବସ୍‌ ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । କମ୍ପ୍ରେହେନ୍ସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇ ଭୁବନେଶ୍ୱର, କଟକ, ପୁରୀ,…
Read More...

ସୁନାଫୁଲ ଶିଶୁ କିଶୋର ମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସୁନାଫୁଲ ଶିଶୁ କିଶୋର ମେଳା, ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ରକ୍ଷାବନ୍ଧନ, ନୃତ୍ୟ, ସଂଗୀତ ପରିବେଷଣ ସହ କୁନିକୁନି ପିଲାମାନଙ୍କ ଦ୍ଵାରା ସାହିତ୍ୟ ଆସର ଓ…
Read More...

ଘୋରଡିଆର ପ୍ରସିଦ୍ଧ ଝୁଲଣ ଯାତ୍ରା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ଦଶମୀ ଯୁକ୍ତ ଏକାଦଶୀ ତିଥିରେ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଭାଇଚାରାର ପର୍ବ ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା, ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି, ଗ୍ରାମର ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ ହୋଇଯାଇଛି । ସଙ୍ଗୀତ ଗୁରୁ ଶିବ ପ୍ରସାଦ…
Read More...

ମାଲକାନଗିରି ଜିଲ୍ଲାରେ ଏକ ବଡ ମାଓ ଡମ୍ପ ଠାବ : ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ମାଲକାନଗିରି, (କେପିଏନ୍‌ଏସ୍‌) : ଓଡିଶାର ମାଲକାନଗିରି ଜିଲ୍ଲାରୁ ଆସୁଛି ଏକ ବଡ଼ ଖବର । ଜିଲ୍ଲାରେ ପୁଣି ଥରେ ଏକ ବଡ ଧରଣର ମାଓ ଡମ୍ପ ଠାବ ହୋଇଛି । ମୈଥିଲି ଥାନା ଅଞ୍ଚଳର କିରିମିଟି ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ବଡ଼ ମାଓ ଡମ୍ପ ଠାବ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର…
Read More...

ବଲାଙ୍ଗିର ପୌରାଞ୍ଚଳରେ ‘ଗୋମାତା ସୁରକ୍ଷା ଅଭିଯାନ’ : ୧୦୦ରୁ ଉର୍ଦ୍ଧ୍ୱ ବୁଲା ଗୋରୁଙ୍କୁ ଲଗାଗଲା ରେଡିୟମ ବ୍ୟାଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାତ୍ରିକାଳୀନ ସଡ଼କ ଦୁର୍ଘଟଣାରୁ ବୁଲା ଗୋରୁ ଏବଂ ଯାତ୍ରୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ବଲାଙ୍ଗିର ପୌରାଞ୍ଚଳରେ ‘ଗୋମାତା ସୁରକ୍ଷା ଅଭିଯାନ’ ଅଧୀନରେ ରେଡିୟମ ବ୍ୟାଣ୍ଡ (ପ୍ରତିଫଳକ ପଟି) ବନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ…
Read More...

ଆଡ଼ପଡ଼ାରେ ଚାଷୀ ସମାବେଶ : ଧାନ ବିକ୍ରି ପଞ୍ଜିକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ସରକାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଧାନ ବିକ୍ରି ପଞ୍ଜିକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ସରକାର । ଗତବର୍ଷ ଜମି ପଞ୍ଜିକରଣ ବେଳେ ଯେଉଁ ଜମି ମାଲିକମାନେ ଅନୁମତି ପତ୍ର ଦାଖଲ କରି ଭାଗଚାଷୀ ପଞ୍ଜିକୃତ ହେଉଥିଲେ ଚଳିତ ବର୍ଷ ସେ ଅଧିକାରରୁ ଭାଗଚାଷୀ ବଂଚିତ ହୋଇଛନ୍ତି ।…
Read More...

ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ଯାଏଁ ବିଭିନ୍ନ ପ୍ରତିଯୋଗିତା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଠାରୁ ଯୁବବର୍ଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ…
Read More...