ରକ୍ଷା ବନ୍ଧନର ପବିତ୍ର ତିଥିରେ ସାମ୍ନାକୁ ଆସିଛି ଏକ ଭାବବିହ୍ୱଳ ଦୃଶ୍ୟ
ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୦ ମସିହାରେ ମାଓବାଦୀ ସନ୍ଦେହରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସ୍ୱର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଶ୍ରୀମତୀ ଗୀତା ଠାକୁର, ରକ୍ଷା ବନ୍ଧନ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ଭାଇ-ଭଉଣୀର!-->…
Read More...
Read More...