Yearly Archives

2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

ଏଫସିଆରଏ ୨.୦ ଓ ଇ-ଓସିଆଇ କାର୍ଡର ଶୁଭାରମ୍ଭ : ୫୦ ଲକ୍ଷରୁ ଅଧିକ ଓସିଆଇ କାର୍ଡଧାରୀ ହେବେ ଉପକୃତପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର 'ସର୍ବନିମ୍ନ ସରକାର, ସର୍ବାଧିକ ଶାସନ' ନୀତି ଉପରେ କା~ðý କରୁଛନ୍ତିପ୍ରଯୁକ୍ତିନିର୍ଭର ସ୍ୱଚ୍ଛ ଶାସନରେ ସଚ୍ଚୋଟଙ୍କୁ ପ୍ରୋତ୍ସାହନ, ଅନିୟମିତଙ୍କ
Read More...

ମୋ ଯୁବ ଭାରତ ପକ୍ଷରୁ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ମୋ ଯୁବ ଭାରତ ପକ୍ଷରୁ ଗଞ୍ଜାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ
Read More...

ବ୍ରହ୍ମାକୁମାରୀସ୍ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରରେ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍‌ଶ୍ୱବିଦ୍ୟାଳୟ, ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ମାଉଣ୍ଟ ଆବୁସ୍ଥ ଅନ୍ତଃରାଷ୍ଟ୍ରୀୟ ପ୍ରେରକ ବକ୍ତା ତଥା ମନ ଏବଂ ସ୍ମୃତି ପ୍ରଶିକ୍ଷକ ଭ୍ରାତା ଡା. ବ୍ରହ୍ମାକୁମାର ଭ୍ରାତା
Read More...

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ସ୍ୱନିଧି ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସ୍ୱନିଧି ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି
Read More...

କୁଡ଼ାସିଂହା କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ କଲେଜର କିରାଣୀ ବଳଭଦ୍ର ବଣ୍ଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ୧୯୯୩
Read More...

ଦିନ ଦ୍ୱିପହରରେ ବଲାଙ୍ଗିର ସହର ଭିତରେ ବାଇକ୍‌ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ଦ୍ୱିପହରରେ ବଲାଙ୍ଗିର ସହର ଭିତରେ ବାଇକ୍‌ ଚୋରି । ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି । ବଲାଙ୍ଗିର ସହରର ନୂଆ ବସ୍‌ଷ୍ଟାଣ୍ଡ ପାଖ ଇଡ଼୍‌କୋ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ରହିଥିବା ଜୟଶ୍ରୀ ପ୍ରିଣ୍ଟର୍ସର ଦ୍ୱିତୀୟ ୟୁନିଟ୍‌ ଦେବଶ୍ରୀ ଟ୍ରେଡ଼ର୍ସ
Read More...

ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଠିକାଦାର, ବ୍ୟବସାୟୀ ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଭାବେ ପରିଚିତ ପଦ୍ମଚରଣ ପାଣିଗ୍ରାହୀ (୬୪)ଙ୍କ ମଙ୍ଗଳବାର ସକାଳେ ବାଲିଗୁଡା ନିଜ ବାସଭବନରେ ପରଲୋକ ହୋଇଯାଇଛି । ଏହି ଦୁଃଖଦ ଖବର
Read More...

ଘର ପୋଡ଼ି, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେନ୍ତୁଳିଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଗୋପବନ୍ଧୁ ନାୟକଙ୍କ ଘର ପୋଡ଼ି ହୋଇ ନଗଦ ଟଙ୍କା ସହ, ଧାନ, ଚାଉଳ, ଲୁଗାପଟା, ଆସବାବପାତ୍ର ଇତ୍ୟାଦି ଲକ୍ଷାଧିକ
Read More...

ହାତୀ ନଦୀରେ କୁମ୍ଭୀର : ଲୋକେ ଆତଙ୍କିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଲାସ ଗ୍ରାମ ନିକଟସ୍ଥ ହାତୀ ନଦୀରେ ଏକ କୁମ୍ଭୀର ଥିବା ଜଣାପଡିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ସୂଚନାନୁଯାୟୀ, ପଲାସ ଗାଁ ନିକଟରେ ପ୍ରବାହିତ ହାତୀନଦୀକୁ କିଛି ଲୋକ ମାଛ ମାରିବାକୁ ଯାଇଥିଲେ । ସେହି
Read More...

ଖପ୍ରାଖୋଲରେ ବେଆଇନ ଏସ୍-କଫ୍‌ ସିରପ୍‌ ଜବତ, ୪ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ ନିଶା କାରବାର ବିରୋଧରେ ବଡ଼ ସଫଳତା ହାସଲ କରି ୫୨ ବୋତଲ ବେଆଇନ ଏସ୍-କଫ୍‌ ସିରପ୍‌ ଏବଂ ନିଶା ଟ୍ୟାବଲେଟ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଥାନାଧିକାରୀ ନରେନ୍ଦ୍ର
Read More...