Monthly Archives

January 2026

ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଠାରେ ଶବ୍ଦ ନୃତ୍ୟ ଆଦିଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା, କଳା ଓ ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଆନନ୍ଦ ଚନ୍ଦ୍ର
Read More...

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ୧୧୮ ଗୋଟି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲାର ବାଣପୁରରୁ ସାରା ରାଜ୍ୟର ୩୦ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ବିଦ୍ୟାଳୟର ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
Read More...

ଛତ୍ରପୁର ବିଧାୟକଙ୍କ ଦ୍ଵାରା ବଡମାଧପୁର ଗ୍ରାମପାଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମପାଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଆନୁଷ୍ଠାନିକ ଭାବେ ଗୁରୁବାର ଉଦଘାଟନ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ପଦକଳ୍ପକୁ ଉଦଘାଟନ କରିଥିଲେ । ଉକ୍ତ ପଞ୍ଚାୟତର ଗୋବା
Read More...

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ଦ୍ୱିତୀୟ ସନ୍ଧ୍ୟା : ପଲ୍ଲୀଶ୍ରୀ ମେଳା ଓ ଫୁଡ୍ କୋର୍ଟରେ ଜମିଲା ଭିଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ବିକାଶ ଧାରାର ବାର୍ତ୍ତାବହ ୩୨ତମ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ
Read More...

ଧୋକା ଦେଲା ପ୍ରେମିକା : ୧୪୦ ଫୁଟ ଟାୱାର ଉପରକୁ ଚଢ଼ି ପ୍ରେମିକର ଆତ୍ମହତ୍ୟା ଧମକ

ପୋଲିସ ଡାକି ଡାକି ନୟାନ୍ତପ୍ରେମିକା ଆସିଲେ ଯାଇ ମୁଁ ଓହ୍ଲାଇବି ନ ହେଲେ ମରିବି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକା କଥାବାର୍ତ୍ତା ନ ହେବାରୁ ମୋବାଇଲ ଧରି ୧୪୦ ଫୁଟ ଟାୱାର ଉପରକୁ ଚଢ଼ି ଯାଇ
Read More...

କୃଷି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ କୃଷି ଜିଲ୍ଲା ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରୁ ଏକ କୃଷି ରଥ ଗୁରୁବାର ଗ୍ରାମ୍ୟ ପରିଭ୍ରମଣରେ ବାହାରିଛି । କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଜୁନୋମୟୀ ମହାନ୍ତି ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
Read More...

ଜୟପାଟଣା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଶୁଭ ଉଦ୍‌ଘାଟନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ବିକାଶ ଧାରା ପାଇଁ ନିରବଚ୍ଛିନ୍ନ ଭାବରେ ବଳିଷ୍ଠ ପୃଷ୍ଠଭୂମି ତିଆରି କରି ଆସୁଥିବା କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ଜୟପାଟଣା ବ୍ଲକ ସ୍ତରୀୟ ମଶାଲ ସ୍ଥାପନା ସହ ଶୁଭାରମ୍ଭ ହୋଇଯାଇଛି । ଅଞ୍ଚଳର ଆରାଧ୍ୟଦେବୀ ତାଳଗୁଡ଼ର
Read More...

ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ : ହତ୍ୟା ସନ୍ଦେହ, ତଦନ୍ତ ଅବ୍ୟାହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ
Read More...

ଚତୁର୍ଥ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଆର୍‌ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଚତୁର୍ଥ ଦିନରେ ପହଁଚିଛି । ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ଅତିରିକ୍ତ
Read More...

କୃଷି ଯୋଜନା ସମ୍ପର୍କିତ କର୍ମଶାଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଉଦ୍ୟାନ କୃଷି ଉପନିର୍ଦେଶକ ବଲାଙ୍ଗିର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ପଟୁଆପାଲି ଗ୍ରାମ ପଂଚାୟତର କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ
Read More...