Yearly Archives

2025

କାଳିଆ ଜେନାକୁ ଗୁଳିମାଡ : ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଅର୍ନ୍ତଗତ ସୁନାନ୍ତର ଗ୍ରାମ ଛକରେ ଗୁଳିମାଡ ସହ ବୋମାମାଡ଼ ହୋଇଛି ।ବୋମାମାଡ଼ ଓ ଗୁଳିମାଡରେ ସୁନାନ୍ତର ଗ୍ରାମପଞ୍ଚାୟତର ସରପଞ୍ଚ ରାଜେଶ ଜେନାଙ୍କ ବାପା ପୂର୍ବତନ ସରପଞ୍ଚ କାଳିଆ ଜେନାକୁ ଗୁଳିମାଡ ହୋଇଥିବା ସୂଚନା
Read More...

ନୂଆ ଚାକିରୀଆ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆ ଚାକିରୀ କରୁ କରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ଯୋଗ୍ୟ ଯେ' ଭୁବନେଶ୍ୱର ସବ କଲେକ୍ଟର କାର୍ଯ୍ୟାଳୟର ରେଭିନ୍ୟୁ ଷ୍ଟାଫ୍ ସୌରଭ ତ୍ରିପାଠୀ, ଯିଏ, କି ମାର୍ଚ୍ଚ ୨୦୨୪ରେ ସରକାରୀ ଜୀବନ ଆରମ୍ଭ କରିଥିଲେ ବୋଲି କୁହାଯାଏ
Read More...

ଅଲାତରା ପଞ୍ଚସଖା ହାଇସ୍କୁଲଠାରେ ବ୍ଲକ ସ୍ତରୀୟ ବିଜ୍ଞନମେଳା

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଧିନସ୍ଥ ଅଲାତରା ପଞ୍ଚସଖା ହାଇସ୍କୁଲଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସରପଞ୍ଚ ସସ୍ମିତା ନାଗ ମୁଖ୍ୟ ଅତିଥି ଭାବରେ ଓ ତୁଜୁଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦିବାକର ସାହୁ
Read More...

ଥ୍ରୀ ଏନ୍‌ଏମ୍ ଚିପ୍ ଡିଜାଇନ୍ ଏବଂ ପ୍ରତିଭା ବିକାଶ ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତର ସେମିକଣ୍ଡକ୍ଟର ଅଭିଯାନ

• ପ୍ରତିଭା ଏବଂ ଶିଳ୍ପ ସମର୍ଥନ ସହିତ ଏଣ୍ଡ-ଟୁ-ଏଣ୍ଡ ଚିପ୍ ଇକୋସିଷ୍ଟମ୍ ପାଇଁ ସରକାର ଜୋର ଦେଉଛନ୍ତି• ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ଘରୋଇ କ୍ଷମତା ବୃଦ୍ଧି, ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟି, ସ୍ୱଦେଶୀ ଡିଜିଟାଲ୍ ଭିତ୍ତିଭୂମିକୁ ସକ୍ଷମ କରାଯାଉଛି• ସେମିକଣ୍ଡକ୍ଟର କ୍ଷେତ୍ରରେ
Read More...

ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁ ଆଜି ମାଲେଠାରେ ମାଳଦ୍ୱୀପର ଅତ୍ୟାଧୁନିକ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମ୍‌ଓଡି) ସୌଧକୁ ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି । ଏଗାର ମହଲା ବିଶିଷ୍ଟ ଏହି ଅଟ୍ଟାଳିକା
Read More...

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମ ରାଷ୍ଟ୍ରପତି,ଉଭୟ ଦେଶର ପ୍ରତିନିଧିଗଣ,ମିଡିଆ ବନ୍ଧୁମାନେ,ନମସ୍କାରସର୍ବପ୍ରଥମେ, ସମସ୍ତ ଭାରତୀୟଙ୍କ ପକ୍ଷରୁ, ମୁଁ ସ୍ୱାଧୀନତାର ୬୦ ବର୍ଷର ଐତିହାସିକ ବାର୍ଷିକୀ ପାଳନ ଅବସରରେ ରାଷ୍ଟ୍ରପତି ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।ଏହି ଐତିହାସିକ
Read More...

ବିଏଆର୍‌ସି ସ୍ନାତକ ସମାରୋହରେ ବୈଜ୍ଞାନିକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.…

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରଣ' ଆହ୍ୱାନକୁ ଶ୍ରୀ ମିଶ୍ର ଦୋହରାଇଛନ୍ତିବର୍ଦ୍ଧିତ ଭୂରାଜନୈତିକ ପ୍ରଭାବ, ରଣନୈତିକ ସହଭାଗୀତା ଏବଂ ସଫ୍ଟ ପାୱାର ହେଉଛି ଭାରତର ଅନ୍ତର୍ଜାତୀୟ ଉପସ୍ଥିତିକୁ ବୃଦ୍ଧି
Read More...

୧ ଅଗଷ୍ଟ, ୨୦୨୫ରୁ କାର୍ଯ୍ୟକାରୀ ହେବ ‘ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍‌-ଭିବିଆର୍‌ୱାଇ)’

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ନିଯୁକ୍ତି ସଂଲଗ୍ନ ପ୍ରୋତ୍ସାହନ (ଇଏଲ୍‌ଆଇ) ଯୋଜନା ୧ ଅଗଷ୍ଟ, ୨୦୨୫ରୁ "ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍‌-ଭିବିଆର୍‌ୱାଇ)" ଭାବରେ କାର୍ଯ୍ୟକାରୀ ହେବ । ଏହି ନାମ ବିକଶିତ ଭାରତ ପଦକ୍ଷେପ ପ୍ରତି ଯୋଜନାର
Read More...

ବିଟାବନ୍ଧର ବୃଦ୍ଧା ବାସନ୍ତୀ ତାଣ୍ଡିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଯଦୁ ତାଣ୍ଡିଙ୍କ ମା ବାସନ୍ତୀ ତାଣ୍ଡିଙ୍କ ଶୁକ୍ରବାର ସକାଳେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଯଦୁ ତାଣ୍ଡି, ଝିଅ ସନ୍ତରା
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ କଲୋନୀ ଦେବବିହାର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ଶ୍ରୀଜଗନ୍ନାଥ ରଥଯାତ୍ରାର ରାଜାହୋଇ ଛେରା ପହଁରା କରୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦାମୋଦର ମହାପାତ୍ରଙ୍କ ୯୭ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର
Read More...