Yearly Archives

2025

୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ଓ ଆଲୋଚନ ବୈଠକ

ଜୟପାଟଣା, (ଶେଷଦେବ ବେହେରା) ଜୟପାଟଣା ଉମାଶଙ୍କର ହାଇସ୍କୁଲ୍ ପ୍ରାଙ୍ଗଣରେ ପ୍ରତି ବର୍ଷ ଭଳି ଏ ଥର ମଧ୍ୟ ଜାତୀୟ ଦିବସ ପାଳନ କମିଟି (ଏନଡିସିସି) ତରଫରୁ ୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ଓ ଆଲୋଚନ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଜୟପାଟଣା ତହସିଲଦାର ତଥା
Read More...

ତୁଷୁରା ସରକାରୀ ବାଳକ ୟୁପି ସ୍କୁଲରେ ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ପିଟିଏମ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍.ଏ.ସିର ୫ ନମ୍ବର ୱାର୍ଡ ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦ୍ୱିତୀୟ ପିତା ମାତା ଅଭିଭାବକ ଶିକ୍ଷକ ସଂଘ ତଥା ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ଅସ୍ଥାୟୀ ସଭାପତି ଟୁକୁମଣି
Read More...

ନୂତନ ଜାତୀୟ ରାଜପଥ ଦାବି କଲେ ବରଗଡ଼ ସାଂସଦ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ନୂତନ ଜାତୀୟ ରାଜପଥର ଚୂଡ଼ାନ୍ତ ଅନୁମୋଦନ ଏବଂ ଘୋଷଣା ପାଇଁ ଅନୁରୋଧ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବଲାଙ୍ଗିର-ପାଟଣାଗଡ଼-ହରିଶଙ୍କର-ପାଇକମାଳ-ନୂଆପଡ଼ା ନୂଆ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାଖରେ ସେ ଏହି ବଡ଼ ଦାବୀ
Read More...

ସମୀକ୍ଷା ବୈଠକରେ ଗର୍ଜିଲେ କାଉନସିଲର ଇଂ କୁନାଲ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନର ସମସ୍ୟାକୁ ନେଇ ସମୀକ୍ଷା ବୈଠଳରେ ଗର୍ଜିଲେ କାଉନସିଲର ଇଂ କୁନାଲ ପାଣିଗ୍ରାହୀ । ପଦ୍ମପୁର ଉପଖଣ୍ଡ ସଦର ମହକୁମା ବିଜ୍ଞାପିତ ଅଂଚଳ ପରିଷଦ ୨ ନମ୍ବର ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ
Read More...

ଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଓ ଦ୍ୱିବାର୍ଷିକ ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ସିଡିଏମ ଏବଂ ପିଏଚଓ କାର୍ଯ୍ୟାଳୟର ଏନଏଚଏମ ହଲଠାରେ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଏବଂ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଭାରେ ପୂର୍ବ କାର୍ଯ୍ୟନିର୍ବାହୀ କମିଟିକୁ ଭାଙ୍ଗି ନୂଆ
Read More...

୧୧୫ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୧୫ତମ ସାମୁହିକ ଜନ୍ମ ଦିବସ ସେକ୍ଟର ୮ ସ୍ଥିତ ଆଶାର ଆଲୋକ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ, ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦିକା
Read More...

ଭାରତ ବିକାଶ ପରିଷଦର ଶାଖା ସ୍ତରୀୟ କାର୍ଯ୍ୟଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ରାଉରକେଲା ଶାଖା ତରଫରୁ କର୍ମକର୍ତ୍ତାଙ୍କ ଶାଖା ସ୍ତରୀୟ କାର୍ଯ୍ୟଶାଳା କୋଏଲନଗର ସ୍ଥିତ ମାରୁତି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ବନ୍ଦିତା ମାହାତୋଙ୍କ
Read More...

ଭତ୍ତା ବାଣ୍ଟିବାରେ ବାଧା ସୃଷ୍ଟି କରୁଛି ପଞ୍ଚାୟତର ସୁଇପର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ମାସ ଭଳି ଚଳିତ ମାସ ଗାଁକୁ ଗାଁ ବୁଲି ବୃଦ୍ଧବୃଦ୍ଧାମାନଙ୍କର ପେନସନ ଟଙ୍କା ବଣ୍ଟା ଯାଉଛି । କିନ୍ତୁ ସମସ୍ତ ଗାଁରେ ବାଣ୍ଟି ସାରିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ବନମାଲରେ
Read More...

ଯଶୋଦା ଫାଉଣ୍ଡେସନ ପକ୍ଷରୁ ରୁକ୍ମିଣୀଗାଁ ସ୍କୁଲ ପରିସରରେ ୨ଶହରୁ ଅଧିକ ଫଳନ୍ତି ବୃକ୍ଷ ଚାରା ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ରୁକ୍ମିଣୀଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଛତ୍ରପୁରର ଅଗ୍ରଣୀ ସ୍ୱେର୍ଚ୍ଚାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ତରଫରୁ ୨ଶହ ବିଦ୍ୟାର୍ଥୀଙ୍କ ଗହଣରେ ବିଭିନ୍ନ କିସମର ଫଳନ୍ତି ବୃକ୍ଷ ଚାରା
Read More...

ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା : ଜାରି ହେଲା ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ
Read More...