Yearly Archives

2025

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି
Read More...

ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ : ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ : ଆଗାମୀ ଖରିଫ୍‌ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି । ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥାକୁ
Read More...

ଇବ ନଦୀରେ ଭାସି ଯାଇଥିଲେ ଯୁବକ : ମାୟାବାହାଲ ଡୁଙ୍ଗାଘାଟରୁ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ କନାକୁଣ୍ଡ ନିକଟ ଇବ ନଦୀରେ ଭାସି ଯାଇଥିଲେ ଯୁବକ । ପ୍ରାୟ ୪୦ ଘଣ୍ଟା ପରେ ଯୁବକଙ୍କ ମୃତଦେହ ମାୟାବାହାଲ ଡୁଙ୍ଗାଘାଟ ନିକଟରୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଗତ ବୁଧବାର ଦିନ ସମ୍ବଲପୁର ଜିଲ୍ଲା ବାମଡା ବ୍ଲକ ଅନ୍ତର୍ଗତ
Read More...

ବଡ଼ମାଁ ଙ୍କ ୧୩୨ତମ ଜନ୍ମ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସତସଙ୍ଗ ବିହାର ପରିସରରେରେ ପରମ ଆରାଧ୍ୟ ଜଗତଜନନୀ ବଡ଼ମାଁ ଙ୍କ ପୁଣ୍ୟ ୧୩୨ତମ ଜନ୍ମ ଦିବସ ମହୋତ୍ସବ ମହାସମାରୋହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ରହ୍ମ ମୁହୂର୍ତରେ ଉଷା କୀର୍ତନ, ସମବେତ ଉଷା ବିନତି, ଏବଂ ଗ୍ରନ୍ଥ ପାଠ, ଶୁଭ ଲଗ୍ନ ଘୋଷଣା
Read More...

ଅବକାରୀ ବିଭାଗର ଚଢ଼ାଉ : ଜଣେ ମହିଳାଙ୍କ ସମେତ ୩ ଗିରଫ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଓ ଥୁଆମୂଳ ରାମପୁର ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଦେଶୀ ଓ ବିଦେଶୀ ମଦ ଜବତ । ଏଥିରେ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ସୂତ୍ର ଅନୁଯାୟୀ, ଆଜି ଅବକାରୀ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଚଳିତ ବର୍ଷ ମିଳିବ ୪୦ ହଜାର ନିଯୁକ୍ତି

ସୁନ୍ଦରଗଡ଼ : ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କରିଛନ୍ତି । ଏକ୍ସ ପୋଷ୍ଟ
Read More...

ଯୁବକଙ୍କୁ ମଦ ପିଆଇ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି

ଦାରିଙ୍ଗବାଡି : ପ୍ରଥମେ ମଦ ପିଆଇଲେ । ତାପରେ ମଦ ବୋତଲରେ ହିଁ ମରଣାନ୍ତକ ଆକ୍ରମଣ କଲେ ମଦ୍ୟପ ଯୁବକ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ତେରାବାଡ଼ି ଗ୍ରାମର ଧର୍ମେନ୍ଦ୍ର ନାୟକ ରାଜସ୍ୱ ବଙ୍ଗଳା ପରିସର ମଧ୍ୟରେ ରହୁଥିବା
Read More...

ପଞ୍ଚଦଶ ଅର୍ଥ କମିଶନ ସମୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ପାଇଁ ୬୫୨୦ କୋଟି ଟଙ୍କାର ବ୍ୟୟ ଅଟକଳକୁ କ୍ୟାବିନେଟ୍…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ପଞ୍ଚଦଶ ଅର୍ଥ କମିଶନ (ଏଫ୍‌ସିସି) (୨୦୨୧-୨୨ରୁ ୨୦୨୫-୨୬) ସମୟରେ ଚାଲୁଥିବା କେନ୍ଦ୍ରୀୟ କ୍ଷେତ୍ର ଯୋଜନା "ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା" (ପିଏମ୍‌କେଏସ୍‌ୱାଇ)
Read More...

ରଣନୀତିକ ଭାଗୀଦାରିକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସଂଯୁକ୍ତ ଆରବ ଏମିରେଟ୍ସ୍-ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ ଟେଲିଫୋନରେ କଥା ହୋଇଥିଲେ । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ
Read More...

ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ

● ପ୍ରାୟ ୫୭୪ କିମି ଲମ୍ବ ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡର ୧୩ଟି ଜିଲ୍ଲା ହେବେ ଲାଭାନ୍ୱିତ● ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ୧୧,୧୬୯ କୋଟି ଟଙ୍କା (ପ୍ରାୟ) ଏବଂ ଏହା ୨୦୨୮-୨୯ ସୁଦ୍ଧା ସମାପ୍ତ
Read More...