ପବିତ୍ର ନୃସିଂହନାଥ ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଶ୍ରାବଣ ମାସର ଶେଷ ସୋମବାର ଚତୁର୍ଥ ପାଳିରେ ବୋଲବମ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ଭକ୍ତମାନେ ନୃସିଂହନାଥ ସ୍ଥିତ ଶିବ ମନ୍ଦିରରେ ଶିବପୂଜା ସହ ଜଳ ଲାଗି ପାଇଁ ଲମ୍ବା!-->…
Read More...
Read More...