Yearly Archives

2025

ବିଶ୍ଵ ଆଦିବାସୀ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହିଦ ହୋଇଥିବା ବୀରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଆଦିବାସୀମାନେ ପାରମ୍ପରିକ ସଜବାଜ ହୋଇ ଅସ୍ତ୍ର, ଶସ୍ତ୍ର ଧରି ପାରମ୍ପରିକ ବାଦ୍ୟଯନ୍ତ୍ରରେ ବିରାଟ
Read More...

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ବଳତ୍କାରୀକୁ ଗିରଫ କରିଛି ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ଜେଲ ଫେରନ୍ତା ବଳତ୍କାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି । ତାକୁ ଗୁଜୁରାଟର ରାଜକୋଟରୁ ଉଠାଇ ଆଣିଲା ଦେଓଗାଁ ପୋଲିସ । ଗିରଫ ଅଭିଯୁକ୍ତ ଦେଓଗାଁ ଥାନା ଉପରଝର ଗାଁର ଆକାଶ ବିଶାଳ ବୋଲି
Read More...

୧୦୮ ଆମ୍ବୁଲାନ୍ସରେ ଜୋରଦାର୍ ବିସ୍ଫୋରଣ : ଖଣ୍ଡ ଖଣ୍ଡ ହୋଇଗଲା ଗାଡି

ଖୋର୍ଦ୍ଧା : ୧୦୮ ଆମ୍ବୁଲାନ୍ସରେ ଜୋରଦାର୍ ବିସ୍ଫୋରଣ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଦେଉଗାଁ ରାସ୍ତାରେ ଏଭଳି ବିସ୍ଫୋରଣ ଘଟିଛି । ଆମ୍ଵୁଲାନ୍ସ ଡ୍ରାଇଭର୍‌ଙ୍କ ସମେତ ଆଟେଣ୍ଡାଣ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ,
Read More...

ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ

● ପ୍ରଦର୍ଶିତ ହେଉଛି ଭାରତର ସ୍ୱାଧୀନତା ଓ ଏକତା ଉପରେ ଆଧାରିତ ଚଳଚ୍ଚିତ୍ର● ଶହୀଦ ବୀର ସାଭରକର ଚଳଚ୍ଚିତ୍ର ସହ ମହୋତ୍ସବର ଶୁଭାରମ୍ଭ● ଆଗକୁ ଉରି, ଆରଆରଆର, ତାନାଜୀ ଏବଂ ମେଜର ହେବ ପ୍ରଦର୍ଶିତ● ସଂରକ୍ଷିତ ଶ୍ରେଷ୍ଠ ଏବଂ ସମସାମୟିକ ଦେଶାତ୍ମବୋଧକ ଚଳଚ୍ଚିତ୍ର ନେଇ ଆସିଛି ଏନଏଫଡିସି● ବ୍ୟାପକ
Read More...

ରାଷ୍ଟ୍ରପତି ଜେଲେଁସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

● ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ମତବ୍ୟକ୍ତ କଲେ ରାଷ୍ଟ୍ରପତି ଜେଲେଁସ୍କି● ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦୃଢ଼ ଆଭିମୁଖ୍ୟ ଏବଂ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପ୍ରୟାସର ସମର୍ଥନ ଦୋହରାଇଲେ ପ୍ରଧାନମନ୍ତ୍ରୀ● ଉଭୟ ନେତା ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ
Read More...

ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ପ୍ରଥମ ପରାମର୍ଶମୂଳକ ବୈଠକ କଲେ ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ)

ସିଇଏ ମାର୍ଚ୍ଚ ୨୦୨୪ ଠାରୁ ଏପର୍ଯ୍ୟନ୍ତ ୧୫୯ଟି ନିର୍ବାଚନ ପରିଚାଳନା କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ) ଆଜି ନୂଆଦିଲ୍ଲୀରେ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ପ୍ରଥମ ପରାମର୍ଶମୂଳକ ବୈଠକ କରିଛନ୍ତି । ଏହି ବୈଠକର ଉଦ୍ଦେଶ୍ୟ ଥିଲା
Read More...

କୃଷକମାନଙ୍କ ପାଇଁ ବଡ ଉପହାର- ସିଧା ସଳଖ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି

ରାଜସ୍ଥାନର ଝୁନଝୁନୁରୁ କୃଷକମାନଙ୍କ ଆକାଉଣ୍ଟକୁ ଡିଜିଟାଲ୍ ଭାବେ ବୀମା ରାଶି ହସ୍ତାନ୍ତର କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ୩୫ ଲକ୍ଷ କୃଷକଙ୍କୁ ମୋଟ ୩୯୦୦ କୋଟି ଟଙ୍କାର ବୀମା ଦାବି ପ୍ରଦାନ କରାଯାଇଛିରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ କାର୍ଯ୍ୟକ୍ରମରେ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗ।ଧର ମେହେର ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ଓ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟଳୟଠାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର
Read More...

ପ୍ରଗତି ଉତ୍କଳ ସଂଘରେ କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ ପାଳିତ

କାହ୍ନୁଚରଣ ଥିଲେ କାଳଜୟୀ କଥାକାରଆଧୁନିକ ଓଡ଼ିଆ ସାହିତ୍ୟର ଲବ୍ଧ ପ୍ରତିଷ୍ଠ କଥାକାର କାହ୍ନୁ ଚରଣ ରାଉରକେଲା, (ସସ୍ମିତା ପ୍ରଧାନ) : ଫକୀର ମୋହନ ସେନାପତିଙ୍କ ପରେ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର କର୍ଣ୍ଣଧାର ଥିଲେ କାହ୍ନୁଚରଣ ମହାନ୍ତି । ତାଙ୍କର ପ୍ରାୟ ରଚନାରେ ମଣିଷ ପଣିଆ ଓ ସମାଜର
Read More...

ତିରଙ୍ଗା ଅଭିଯାନ ପାଇଁ ୫ ଲକ୍ଷରୁ ଅଧିକ ଯୁବକ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକରଣ କରାଇଛନ୍ତି : ଗଜେନ୍ଦ୍ର ସିଂହ ଶେଖାୱତ

'ହର ଘର ତିରଙ୍ଗା' ଅଭିଯାନର ଚତୁର୍ଥ ସଂସ୍କରଣ ଘୋଷଣା କରିଛି ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସାରା ଦେଶର ନାଗରିକମାନଙ୍କୁ ଭାରତୀୟ ଜାତୀୟ ପତାକା - ତିରଙ୍ଗା - ସେମାନଙ୍କ ଘର ଏବଂ ହୃଦୟରେ ଅବସ୍ଥାପିତ କରିବା ପାଇଁ ପ୍ରେରଣା
Read More...