ଗଙ୍ଗାଦେବୀ ପୀଠରେ ଜନ୍ମ ଦିନରେ ବୃକ୍ଷ ରୋପଣ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁବ ସ୍ୱେର୍ଚ୍ଚାସେବୀ ମିଟୁ ପ୍ରଧାନ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବୁଧବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ମାଁ ଗଙ୍ଗାଦେବୀ ପୀଠ ପରିସରରେ ପ୍ରଧାନ ସ୍ୱେର୍ଚ୍ଚାସେବୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କର୍ଯ୍ୟକ୍ରମ କରାଯାଇଥିଲା!-->…
Read More...
Read More...