Yearly Archives

2025

ଧର୍ମ ପାରାୟଣ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମେହେର ପଡା ସ୍ଥିତ ଜଗନ୍ନାଥ ମନ୍ଦିରର ନିକଟ ବାସିନ୍ଦା ପୂର୍ବତନ କେନ୍ଦୁପତ୍ର ଚେକର ଅରୁଣ ମୁଣ୍ଡଙ୍କ ଧର୍ମପତ୍ନୀ ନୀଳେନ୍ଦ୍ରୀ ମୁଣ୍ତଙ୍କ (୬୦) ବର୍ଷ ବୟସରେ ବରଗଡ଼ ଘରୋଇ ଡାକ୍ତରଖାନା ବିକାଶରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି
Read More...

ଜିଲ୍ଲାପାଳଙ୍କ ନୃସିଂହନାଥ ମନ୍ଦିର ପରିଦର୍ଶନ

ରାସ୍ତା ଓ ଝରଣା ମନ୍ଦିର ପାଇଁ ନୂତନ ରାସ୍ତାରାଧାକୃଷ୍ଣ ମନ୍ଦିର, ପୁରୁଣା ଭୋଗ ମଣ୍ଡପ ଭଙ୍ଗାଯିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅର ଗୁଳା, ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ନୃସିଂହନାଥ ମନ୍ଦିର ପରିଦର୍ଶନ
Read More...

କମାଲ କଲେ ନାରାୟଣ ଡ୍ୟାନ୍ସ ଏକାଡେମୀର ଦୁଇ କୁନି ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ଗର୍ବ ଆଣିଲେ ଦୁଇ କୁନି ଛାତ୍ରୀ । ବଲାଙ୍ଗିର ସହରର ନାରାୟଣ ପ୍ଲେ ସ୍କୁଲର ନାରାୟଣ ଡ୍ୟାନ୍ସ ଏକାଡେମୀର ଦୁଇଜଣ କୁନି ଛାତ୍ରୀ ବଲାଙ୍ଗିର ସହରର ଇସକନ୍ ମନ୍ଦିରରେ ଆୟୋଜିତ ଜନ୍ମାଷ୍ଟମୀ ଡ୍ୟାନ୍ସ କାର୍‌ନିଭାଲ୍‌ ପ୍ରତିଯୋଗିତାରେ ଭାଗ ନେଇ
Read More...

ଦୁଇଦିନିଆ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ସହଯୋଗରେ ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଆନୁକୂଲ୍ୟରେ ହିଲ ଭିୟୁ, ଗୋପାଳପୁରରେ ୦୩ ଜିଲ୍ଲା ଯଥା ଗଞ୍ଜାମ, କନ୍ଧମାଳ ଓ ଗଜପତିର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ନେଇ ୨ ଦିନିଆ
Read More...

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ମହାକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତର ସଫଳତାଯାତ୍ରା ଆତ୍ମନିର୍ଭରଶୀଳତା ସହ ଜଡ଼ିତ : ପ୍ରଧାନମନ୍ତ୍ରୀଭବିଷ୍ୟତ ମିଶନର ନେତୃତ୍ୱ ନେବା ପାଇଁ ଭାରତକୁ ୪୦-୫୦ ଜଣ ପ୍ରଶିକ୍ଷିତ ମହାକାଶଚାରୀଙ୍କ ଏକ ଗୋଷ୍ଠୀ ଗଠନ କରିବାକୁ ପଡିବ : ପ୍ରଧାନମନ୍ତ୍ରୀଭାରତ ପାଖରେ ଏବେ ଦୁଇଟି ରଣନୈତିକ ମିଶନ ଅଛି -
Read More...

ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ ରାଜସ୍ଥାନ, ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା
Read More...

ରକ୍ତଦାନ ଶିବିର ଅନୁଷ୍ଠିତ : ୫୦ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ରାଉରକେଲାର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ମହତ ଦାନକୁ ନେଇ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି
Read More...

ମାୟାବର୍ହା ହାଇସ୍କୁଲରେ ବଜ୍ର ପାତରୁ ସୁରକ୍ଷା ଓ ସାପ କାମୁଡାର ପ୍ରତିକାର ସଚେତନତା କର୍ମଶାଳା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍ାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟରେ ବଜ୍ରପାତ ଓ ସାପ କାମୁଡାର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି
Read More...

ପଚାଶ ପ୍ରତିଶତକୁ ଛୁଇଁଲା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନ ଇତି ମଧ୍ୟରେ ଆରମ୍ଭ ହେବାର ଚାଳିଶ ଦିନ ବିତି ଯାଇଥିବା ବେଳେ ମଙ୍ଗଳବାର ସକାଳୁ ଜଳ ଭଣ୍ଡାରର ଜଳସ୍ତର ୫୦ପ୍ରତିଶତକୁ ଛୁଇଁ ଥିବାର ସୂଚନା ମିଳିଛି । ଗତ ଜୁଲାଇ ୧୧ତାରିଖ ଦିନ ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନର
Read More...

ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନ କଲ୍ୟାଣକାରି ଯୋଜନାର କାର୍ଯ୍ୟକାରିତା ଉପରେ କଲେ ସମୀକ୍ଷା ବାରିପଦା, (ଦେବସ୍ମିତ ଚୌଧୁରୀ) : ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଭା. ପ୍ର.ସେ.
Read More...