Yearly Archives

2025

ସାପ ସହ ବିତିଲା ରାତି

ବାରିପଦା : ମୃତ୍ୟୁ ସହିତ ବିତିଲା ରାତି । ଏକ ତମ୍ପ ସାପ ସହିତ ମଶାରୀ ଭିତରେ ସାରା ରାତି ଶୋଇଲେ ଜଣେ ମଣିଷ । ରାତି ସାରା ଶୋଇବା ପରେ ସକାଳୁ ଉଠିଲା ବେଳକୁ ବିଛଣାରେ ସାପ ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା । ସାପକୁ ଦେଖିବା ମାତ୍ରେ ତାଙ୍କ ଦେହ ଥରି ଉଠିଥିଲା । ସ୍ନେକ ହେଲ୍ପଲାଇନ ଖବର
Read More...

ମୁରିବାହାଲ ଡିଗ୍ରୀ ଓ +୨କଲେଜର ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ
Read More...

ଭୁବନେଶ୍ୱର କ୍ୟାପିଟାଲ ରିଜଅନ ରିଙ୍ଗ ରୋଡ୍ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

• ‘ପୂର୍ବଦୋୟ’ ମିଶନରେ ୮,୩୦୭ କୋଟି ଟଙ୍କା ବ୍ୟୟର ପ୍ରକଳ୍ପ ଓଡ଼ିଶାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଗେମ୍ ଚେଞ୍ଜର ହେବ- ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ• ୨୦୧୭ ମସିହାରୁ ଭୁବନେଶ୍ୱର
Read More...

କୃଷି ବିଶ୍ୱ ବିଦ୍ୟାଳୟକୁ ନେଇ ନରସିଂହଙ୍କ ପ୍ରେସ ବିବୃତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ସମ୍ବଲପୁରଠାରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବା ଏକ ଯୋଜନା କରାଯାଉଥିବା ନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି । ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିର ପୂର୍ବତନ ବିଧାୟକ ନରସିଂହ
Read More...

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଭାବରେ ଏହାକୁ ପରିକଳ୍ପନା କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରିଛି-ଯାହାକୁ ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ
Read More...

ବିଶ୍ୱ ମଶା ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମ୍ୟାଲେରିଆ ରୋଗ ବ୍ୟାପିବା ପାଇଁ ମଶା କୀଟ ଦାୟୀ, ଏହି ରୋଗ ଯାହା ପ୍ରତିବର୍ଷ ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥାଏ । ୧୮୯୭ ମସିହାରେ ଯେତେବେଳେ ରୋନାଲଡ୍ ରସ୍ ଆବିଷ୍କାର କଲେ ଯେ ମ୍ୟାଲେରିଆ ସଂକ୍ରମଣ ମଶାମାନଙ୍କ ଦ୍ଵାରା ହୁଏ, ସେତେବେଳେ
Read More...

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : ଘରୋଇ କପା ମୂଲ୍ୟ ସ୍ଥିର ରଖିବା ଏବଂ ବୟନ ଶିଳ୍ପକୁ ସମର୍ଥନ କରିବା ଲକ୍ଷ୍ୟରେ ସରକାର ଅଗଷ୍ଟ ୧୯, ୨୦୨୫ରୁ ସେପ୍ଟେମ୍ବର ୩୦, ୨୦୨୫ ପର୍ଯ୍ୟନ୍ତ କଞ୍ଚା କପା ଆମଦାନୀ ଉପରେ ସମସ୍ତ ସୀମା ଶୁଳ୍କ ବା କଷ୍ଟମ ଡ୍ୟୁଟି ଛାଡ଼ କରିଛନ୍ତି । ଏଥିରେ ୫% ମୌଳିକ ସୀମା ଶୁଳ୍କ
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରିଷ୍କାର ପରିଚ୍ଛନ୍ନତା ସମୀକ୍ଷା କଲେଭଦ୍ରକ ରେଳ ଷ୍ଟେସନରେ ମୌଳିକ ସୁବିଧା,କ୍ରିୟୁ ଲବି ଏବଂ ୟାର୍ଡ ପରିଚାଳନା ଦକ୍ଷତା ଯାଞ୍ଚ କଲେ ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର
Read More...

ଲୋଇସିଂହା ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ପ୍ରତିଯୋଗୀତା

ଲୋଇସିଂହା : ଲୋଇସିଂହା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ପ୍ରତିଯୋଗୀତା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ତଥା ୱା.ଏ.ସି.ଟି ଅଧ୍ୟକ୍ଷ ଡ଼. ଜଗମୋହନ ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀଗତ ବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଏବଂ ସକାରାତ୍ମକ ଅଗ୍ରଗତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଏସ୍‌ସିଓ ସମ୍ମିଳନୀରେ
Read More...