Yearly Archives

2025

ଭିଜିଲାନ୍ସ ପଞ୍ଝାରେ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନର : ଏକାଧିକ ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ । ବେକରୀ ସପ୍‌ ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ (ଓଏଫଏସ୍‌-୧) । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍‌
Read More...

ମଙ୍ଗଳବାର ଘଟିଥିବା ବଜ୍ରପାତରେ ନଣନ୍ଦ ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ

ଛତ୍ରପୁର ବିଧାୟକ ଗଭୀର ସମବେଦନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର ସରଭୀମପୁର ଗ୍ରାମନିକଟରେ ଥିବା ଚାଷଜମିରେ ଧାନତଳି ରୁଆ ଚାଲିଥିବା ବେଳେ ହଠାତ୍‌ ବର୍ଷା ଓ ବଜ୍ରପାତ ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା
Read More...

ଜିଲ୍ଲା ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକ କାର୍ଯ୍ୟାଳୟ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକ କାର୍ଯ୍ୟାଳୟ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍
Read More...

ଛତ୍ରପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଗୋବିନ୍ଦପୁର ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଛତ୍ରପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ ଗୋବିନ୍ଦପୁର ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ମୁଖ୍ୟଅତିଥି ଭାବେ ପୂର୍ବତନ
Read More...

ଭୁବନେଶ୍ୱରରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷମାନଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ…

● ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟସଭା ଉପାଧ୍ୟକ୍ଷ; ଓଡ଼ିଶା ବିଧାନସଭାର ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ; ସଂସଦ ଏବଂ ରାଜ୍ୟ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷମାନେ ଏହି ସମ୍ମିଳନୀରେ କରିବେ ଅଂଶଗ୍ରହଣ● ରାଜ୍ୟ ଏବଂ
Read More...

ଗୁଜରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ଅଭିଯାନ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● "ପ୍ରଧାନମନ୍ତ୍ରୀ ସୁଜୁକିର ପ୍ରଥମ ଭାରତ ନିର୍ମିତ ବିଶ୍ୱସ୍ତରୀୟ ବ୍ୟାଟେରୀଚାଳିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଉଦଘାଟନ କରିଛନ୍ତି● ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ, ଭାରତରେ ନିର୍ମିତ ଇଲେକ୍ଟ୍ରିକ୍ ଯାନ ଆଜିଠାରୁ ୧୦୦ଟି ଦେଶକୁ
Read More...

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ, ଖର୍ଚ୍ଚ ହ୍ରାସ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ…

ଗ୍ୱଲିୟରରେ ୬୪ତମ ଅଖିଳ ଭାରତୀୟ ଗହମ ଏବଂ ଯଅ ଗବେଷଣା କର୍ମୀ ସମ୍ମିଳନୀରେ ଉଦବୋଧନ ନୂଆଦିଲ୍ଲୀ, (ପିଆଇବି) : ଗ୍ୱାଲିୟର, ୨୬ ଅଗଷ୍ଟ ୨୦୨୫ - କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଭାରତ ଆଜି ଗହମ ଏବଂ ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ,
Read More...

କଦଳୀ ପ୍ରେମୀଙ୍କ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଜାତୀୟ କଦଳୀ ପ୍ରେମୀଙ୍କ ଦିବସ" ଏକ ମଜାଳିଆ ଫଳ ଉତ୍ସବ ଯାହା ପ୍ରତିବର୍ଷ ଅଗଷ୍ଟ ୨୭ରେ ପାଳନ ହୋଇଥାଏ । କଦଳୀକୁ ଭଲପାଉଥିବା ସମସ୍ତଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଦିନ । ଏହି ବିଶେଷ ଦିନ ଲୋକମାନଙ୍କୁ ସତେଜ କଦଳୀଠାରୁ ଆରମ୍ଭ କରି ପିଠା ପରି
Read More...

୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସର ବଡ଼ ପ୍ରେସମିଟ । ପ୍ରେସମିଟରେ ଯୋଗଦେଲେ ଆଇଜି ହିମାଂଶୁ ଲାଲ । ଆଉ ଦେଲେ ବଡ଼ ସୂଚନା । ଆଇଜି ହିମାଂଶୁ ଲାଲଙ୍କ ସୂଚନା ଅନୁସାରେ ବଲାଙ୍ଗିର ପୋଲିସ ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହା କି ବଲାଙ୍ଗିର ପୋଲିସ ପାଇଁ ଏକ ବଡ଼
Read More...

ରାଜ୍ୟ ବିଜେପି ସଭାପତିଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ କଳାହାଣ୍ଡିର ପ୍ରବେଶ ପଥ ଅମାଠ ଛକ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Read More...