Yearly Archives

2025

ଗଣେଶ ପୂଜା ମହା ସମାରୋହରେ ପାଳିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ଏମଇ ସ୍କୁଲର ପରିଷରରେ ବିଦ୍ୟାଦାତା ଶ୍ରୀ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ସହ ଉପବାସ କରି ପୂଜାର୍ଚ୍ଚନା କରଥିଲେ । ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗତ୍ତୀ
Read More...

ବଜ୍ରାଘାତରେ ମହିଳା ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ ପଞ୍ଚାୟତ ଅନ୍ତର୍ଗତ ରାଉଳି ବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଲରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁରେ ଚାଷ ଜମିରେ ବଜ୍ରପାତରେ ମିନି ଗୌଡ଼ (୫୨ ବର୍ଷ)ଙ୍କ
Read More...

ଗ୍ରାସିମ୍ କମ୍ପାନୀ ତରଫରୁ ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ୟୁନିଟ ଓ ଗ୍ରାସିମ ଇଣ୍ଡଷ୍ଟ୍ରି ଲିମିଟେଡ଼, ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ମହାବିଦ୍ୟାଳୟର
Read More...

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା : ଫ୍ରେଣ୍ଡସ ଗ୍ରୁପର ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌ ) : ଭୋଗରାଇ ବ୍ଲକ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଜୟଦେବ ଦାସ ପ୍ରମୁଖ ଯୋଗଦେଇ ଗଣେଶଙ୍କୁ ପୁଷ୍ପାଞ୍ଜଳି
Read More...

ଜିଲ୍ଲାସ୍ତରୀୟ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ସଂସ୍କୃତି ଭବନଠାରେ ସି ଏମ କିଶାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ଅବସରରେ ଭୁବନେଶ୍ୱର ଠାରେ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଓ.ୟୁ. ଏ. ଟି.
Read More...

ବଲାଙ୍ଗିର ଜିଲ୍ଲାରେ ବ୍ରାହ୍ମଣ ମହାସଭା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର କାର୍ଯ୍ୟକାରୀ କମିଟିର ଏକ ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ନିମ୍ନୋକ୍ତ ସିଦ୍ଧାନ୍ତ ଗ୍ରହଣ କରାଗଲା ।
Read More...

ଜିଲ୍ଲା ସ୍ତରୀୟ ସ୍କୁଲ ଉଷୁ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସ୍ତରୀୟ ସ୍କୁଲ ଉଷୁ ପ୍ରତିଯୋଗିତା ସ୍ଥାନୀୟ ପି.ପି. ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଟିର ଗୁରହାଣ୍ଡି ପର୍ଯ୍ୟବେକ୍ଷକ, ସୁଶାନ୍ତ ନାଗ ପିଇଟି, ହୃଦୟ ଶବର ଖେଳକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି
Read More...

ୟୁରିଆ ସାର ବୋଝେଇ ପିକଅପ ଗାଡିକୁ ଅଟକ ରଖିଲେ ବିରିପାଲି ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ୟୁରିଆ ସାରର ଅଭାବ ଦେଖା ଦେଇଥିବା ବେଳେ ଚଢା ଦରରେ ବିକ୍ରି ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ପଞ୍ଚାୟତର ଚାଷୀଙ୍କୁ ୟୁରିଆ ସାର ବିକ୍ରି ନ କରି ସ୍ଥାନୀୟ ରିଟେଲର
Read More...

ପ୍ରାଚୀର ପତ୍ରିକା “ସୃଜନ ସୁରଭି” ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ବିଦ୍ୟଦାତା ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଉପଲକ୍ଷେ ବିଦ୍ୟାଳୟର ପ୍ରାଚୀର ପତ୍ରିକା "ସୃଜନ ସୁରଭି" ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବଛାତ୍ର ରାଧା ରମଣ କେଡିଆ ଯୋଗ ଦେଇ
Read More...