Monthly Archives

March 2025

କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଭଗତ ସିଂଙ୍କ ଶହୀଦ ଦିବସରେ ୫୪ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଭଗତ ସିଂଙ୍କ ଶହୀଦ ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ ହେଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୫୪ଜଣ ଯୁବ ରକ୍ତଦାତା ସ୍ଵେଚ୍ଛାକୃତ
Read More...

ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂଗଠନିକ ସଭା ଲାଲଟିକ୍ରା ବଲାଙ୍ଗିର ଠାରେ ସହରାଞ୍ଚଳ ବଲାଙ୍ଗିର ସଭାପତି ସଂଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ସଭାପତି
Read More...

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବିଏସ୍‌ଏଫ୍‌ ସୋନପୁର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦର ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ
Read More...

ନିଖିଳ ଓଡିଶା ଗ୍ରାମ ପଞ୍ଚାୟତ ଶ୍ରମିକ ସଂଘର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସଂପାଦକ ବିଦୁର କୁମ୍ଭାର ଯୋଗଦେଇ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିରେ ରାଜ୍ୟ ଉପସଭାପତି ବିରଂଚି
Read More...

ବିଜେପି ବରିଷ୍ଠ କର୍ମୀଙ୍କ ସହିତ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଭେଟଘାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଓଡିଶା ସରକାରଙ୍କର ପଞ୍ଚାୟତରାଜ, ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବିନାରାୟଣ ନାୟକ ରାଉରକେଲା ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ମାତ୍ରେ ଜିଲ୍ଲା ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ସେ ବିଜେପିକୁ ପ୍ରାରମ୍ଭିକ
Read More...

ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଲ୍ଲାସ ପରୀକ୍ଷା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଭାରତ ସରକାରଙ୍କ ଉଲ୍ଲାସ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୫ ବର୍ଷ ବୟସରୁ ଅଧିକ ପୁରୁଷ ଓ ମହିଳା ଯେଉଁମାନେ ସ୍ୱାକ୍ଷର ନାହାନ୍ତି
Read More...

ଚଲକିରେ କୃଷକ ଉତ୍ପାଦକ କମ୍ପାନୀର ବ୍ଲକସ୍ତରୀୟ ସମନ୍ୱୟ ଓ ସଚେତନତା ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଚଲକି ଛକସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ମୁରିବାହାଲର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ, ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଭାରତ ସରକାରଙ୍କ ନାବାର୍ଡ ସହାୟତାରେ ବ୍ଲକସ୍ତରୀୟ
Read More...

ଏମ୍‌.ଶ୍ରୀଗିଡା ୟୁପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଏମ୍‌.ଶ୍ରୀଗିଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ରାଜହଂସଙ୍କ ଅଧ୍ୟକ୍ଷତାରେ ସିଆର୍‌ସିସି ସୀତାରାମ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ନବସାକ୍ଷର ମାନଙ୍କ ପରୀକ୍ଷା

ଜୟପାଟଣା, (ଶେଷଦେବ ବେହେରା) : ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଜୟପାଟଣା ଅନ୍ତର୍ଗତ ସମସ୍ତ ୧୨ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ୧୪୫ଟି ପରୀକ୍ଷା କେନ୍ଦ୍ରରେ ୧୪୪୮ ଜଣ ନବସାକ୍ଷର ପରୀକ୍ଷାର୍ଥୀଙ୍କ ପରୀକ୍ଷା ସଫଳତାର ସହିତ ଅନୁଷ୍ଠିତ
Read More...

ପ୍ରଶାନ୍ତ ଦାଶ ହେଲେ ପଶ୍ଚିମ ଓଡ଼ିଶା ଶ୍ରୀ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆମେଚର୍‌ ବଡ଼ି ବିଲ୍‌ଡର୍ସ ଆସୋସିଏସନ୍‌ ତରଫରୁ ଆୟୋଜିତ ପଶ୍ଚିମ ଓଡ଼ିଶା ଶ୍ରୀ -୨୦୨୫ରେ ପ୍ରଶାନ୍ତ ଦାସ ଚାମ୍ପିୟନ ଅଫ୍‌ ଚାମ୍ପିଆୟନ୍ସ ଆକ୍ଷା ଲାଭ କରିଛନ୍ତି । ବିକ୍ରମ ଛକ୍‌ ପାର୍କିଂ ସ୍ଥାନରେ ଆୟୋଜିତ ହୋଇ ଯାଇଥିବା ୱେଷ୍ଟର୍ଣ୍ଣ
Read More...