Daily Archives

ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଜନ ଶୁଣାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୌରପାଳିକାର ସମ୍ମିଳନୀ କକ୍ଷରେ ରଘୁନାଥପଲ୍ଲୀ କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳ ଓ ବନ୍ଧମୁଣ୍ଡାରେ ଥିବା ବିଭିନ୍ନ ବସ୍ତି ମାନଙ୍କରେ ଥିବା ବିଦ୍ୟୁତ୍ ସେବା ପ୍ରଦାନ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଆବଶ୍ୟକ ମୌଳିକ
Read More...

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ଦୁଇ କ୍ରୀଡ଼ାବିତ୍‌ ଭୁବନେଶ୍ୱର : ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା
Read More...

ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଆହତ ମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ରଥଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତ୍ତୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ
Read More...

ଗୋ ଗ୍ରିନ୍ ଏବଂ ସହଯୋଗ ଫାଉଣ୍ଡେସନ୍ ୭୫ତମ ବନ ମହୋତ୍ସବ ଅବସରରେ ୭୫ଟି ଗଛ ଲାଗାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋ ଗ୍ରିନ୍ ଏବଂ ସହଯୋଗ ଫାଉଣ୍ଡେସନ୍ ୭୫ତମ ବନ ମହୋତ୍ସବ ଅବସରରେ ୭୫ଟି ଗଛ ଲାଗାଇ ପରିବେଶ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ଏହି ଅବସରରେ ସୌମ୍ୟରଞ୍ଜନ ପଣ୍ଡା, ସହଦେବ ପ୍ରଧାନ ଏବଂ ଆର୍ତତ୍ରାଣ ପାଢିଙ୍କ ନେତୃତ୍ୱରେ ଏହି ବୃକ୍ଷରୋପଣ
Read More...

ଶାନ୍ତି ଶୃଙ୍ଖଳାରେ ଖପ୍ରାଖୋଲ ବ୍ଲକରେ ରଥଯାତ୍ରା ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରଥଯାତ୍ରା ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଆଷାଢ଼ ଶୁକ୍ଲ
Read More...

ଟିଟିଲାଗଡ଼ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ନିକଟ ମହାରାଜ ସାଗର ଭିତରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସକାଳୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କକୁ ପ୍ରାତଃ ଭ୍ରମଣରେ ବୁଲିବାକୁ ଆସିଥିବା କିଛି ଲୋକେ ମହାରାଜ ସାଗର ଭିତରେ କୌଣସି ବ୍ୟକ୍ତି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଧିରେ ଧିରେ ଲୋକଙ୍କ ଭିଡ ଜମିଥିଲା ।
Read More...

ବନ ମହୋତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ରବିବାର ଦିନ ଛୋଟ ମୋର ଗାଁଁ ଟି, ମାଉଣ୍ଟ ଏକ୍ସପ୍ଲୋର, ଏବଂ ମାଁ ପନ୍ଥେଇ ଚାରିଟେବୁଲ ଟ୍ରଷ୍ଟର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସପ୍ତାହବ୍ୟାପି ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପିଲାଙ୍କ ମଧ୍ୟରେ କୁଇଜ୍‌, ପ୍ରବନ୍ଧ, ରଚନା, ଚିତ୍ରାଙ୍କନ ପ୍ରଭୃତି ପତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ
Read More...

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନସଂଘର କର୍ଣ୍ଣଧାର ତଥା ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥିକୁ ସମଗ୍ର ଦେଶରେ ପାଳନ କରାଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନ୍ମଦିବସ ପାଳନ
Read More...

ଜୁଏଲ୍‌ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ୍‌ ଟାଉନ୍‌ସିପ୍‌ ସ୍ଥିତ ସେକ୍ଟର-୧୮, ଉପହାର ଠାରେ ବିଜେପି ତରଫରୁ ନାଗରିକ ସମ୍ବର୍ଦ୍ଧନା ଓ ମତଦାତା ଅଭିନନ୍ଦନ ସମାରୋହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର
Read More...