Yearly Archives

2023

ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ଲାଗି ୫୧ତମ ଜିଏସଟି ପରିଷଦ ବୈଠକରେ କରାଗଲା ଗୁରୁତ୍ୱପୂର୍ଣ୍ଣ ସୁପାରିସ

• କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍‌ ଗେମିଂରେ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସଟି ଆଇନ, ୨୦୧୭ର ଅନୁଚ୍ଛେଦ ୩ ସମେତ ସିଜିଏସଟି ଆଇନ ୨୦୧୭ ଏବଂ ଆଇଜିଏସଟି ଆଇନ ୨୦୧୭ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ଜିଏସଟି ପରିଷଦର ସୁପାରିସ• ଭାରତରେ ଥିବା ଜଣେ
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ ।
Read More...

ବଲାଙ୍ଗିର ସହର ଭିତରେ ଜଳବନ୍ଦୀ ଅବସ୍ଥାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ଅବସ୍ଥା ବେହାଲ୍‌ ହୋଇପଡ଼ିଛି । କାହା ଘରେ ପାଣି ପଶିଛି ତ’ ଆଉ କିଏ ଡ୍ରେନ୍‌ ଅବ୍ୟବସ୍ଥା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ପାଣି ବହୁଥିବାରୁ ଘରୁ ବାହାରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛି । ଏହି କ୍ରମରେ
Read More...

ଭାରତୀୟ ଚିକିତ୍ସା ପ୍ରଣାଳୀ ଅନୁସାରେ ଚିକିତ୍ସା ଚାହୁଁଥିବା ବିଦେଶୀ ନାଗରିକମାନଙ୍କ ପାଇଁ ସରକାର ଏକ ନୂତନ ଶ୍ରେଣୀର…

ଆୟୁଷ ଭିସା ଶ୍ରେଣୀ ଭାରତୀୟ ପାରମ୍ପରିକ ଚିକିତ୍ସାକୁ ବିଶ୍ୱସ୍ତରୀୟ ପ୍ରସଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଆହୁରି ମଜଭୁତ କରିବ : କେନ୍ଦ୍ର ଆୟୁଷ ମନ୍ତ୍ରୀ ଦିଲ୍ଲୀ, (ପିଆଇବି) : ଆୟୁଷ ପ୍ରଣାଳୀ / ଭାରତୀୟ ଚିକିତ୍ସା ପ୍ରଣାଳୀ ଅଧୀନରେ ଚିକିତ୍ସା ପାଇଁ ବିଦେଶୀ
Read More...

ଆରପାରିରେ ଧର୍ମପରାୟଣା ମହିଳା ବିଳାସିନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମର ଧର୍ମପରାୟଣା ମହିଳା ବିଳାସିନୀ ପ୍ରଧାନଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା
Read More...

ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଦିକ୍ଷାନ୍ତ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଦିକ୍ଷାନ୍ତ (ଗ୍ରାଜୁଏସନ୍‌ ଡେ') ସମାରୋହ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଉମା ବଲ୍ଲଭ ମହାପାତ୍ର (କୁଳପତି, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିର) ମୁଖ୍ୟ ଅତିଥି, ଡା.ଅକ୍ଷୟ ମିଶ୍ର
Read More...

ରାଧେଶ୍ୟାମ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଛତ୍ରପୁରସ୍ଥ ଶିବ କୁମାର ରିଡିଙ୍ଗରୁମରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା ୧୦ ନମ୍ବର
Read More...

ମହିଳା ସଶକ୍ତିକରଣ ଉପରେ ଆୟୋଜିତ ଜି୨୦ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

“ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ବିଶ୍ୱ ସମୃଦ୍ଧ ହୁଏ”“ଭାରତର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡିକରେ ର୍ନିବାଚିତ ୪୬% ପ୍ରତିନିଧି ମହିଳା ଅଟନ୍ତି, ଯାହା ୧.୪ ନିୟୁତ”“ଭାରତର ମହିଳାମାନେ "ମିଶନ ଲାଇଫ୍” - ପରିବେଶ ପାଇଁ ଜୀବନଶୈଳୀର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି”“ପ୍ରକୃତି ସହିତ
Read More...

ସିରଜିନା ପକ୍ଷରୁ ସମ୍ୱଲପୁରୀ ଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ୱଲପୁରୀ ଦିନ ରୂପେ ଖରସିବାଞ୍ଜିରେ ପାଳନ କରାଯାଇଥିଲା । ପ୍ରଥମ ଅଧିବେସନରେ ମନୋରଞ୍ଜନ ସାହୁ ମା' ସମଲେଇ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫୋଟୋ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସତଲମାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସତଲମାଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା ମଣ୍ଡଳୀର ସମ୍ପାଦକ ଦିନେଶ ସାହୁ, ପୂର୍ବତନ ଶିକ୍ଷକ
Read More...