ନବମ ଦିନରେ ଅମଲା ସଂଘର ଧାରଣା
ବଲାଙ୍ଗିର, (କେପିଏନ୍ଏସ୍) : ୪୨୦୦ ଗ୍ରେଡ଼୍ ପେ ଦାବୀରେ ବଲାଙ୍ଗିର ଜିଲ୍ଲା ଅମଲା ସଂଘ ଆଜି ନବମ ଦିନରେ ଧାରଣାରେ ବସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଛି ଘନଘୋର୍ ଆନ୍ଦୋଳନ । ସରକାରଙ୍କ ସହ ଅମଲା ସଂଘର ରାଜ୍ୟସ୍ତରୀୟ ନେତାଙ୍କ ତୁହାକୁ ତୁହା ଆଲୋଚନା ଚାଲିଥିବା ମଧ୍ୟ!-->…
Read More...
Read More...