Daily Archives

ବନ୍ଦଲା ଗ୍ରାମରେ ସଂକ୍ରାନ୍ତି ପୂଜା ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ବ୍ଲକ ନିକଟସ୍ଥ ବନ୍ଦଲା ଗ୍ରାମରେ ପ୍ରତିମାସ ପରି ଏହି ମାସ ମଧ୍ୟ ବୃଷ ସଂକ୍ରାନ୍ତି ଦିନ ଭକ୍ତମାନଙ୍କ ଦ୍ୱାରା ଗ୍ରାମର ଭାଗବତ ଗୁଡ଼ିଠାରେ ସଂକ୍ରାନ୍ତି ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପୂଜନ ସମାରୋହରେ ଦୟାସାଗର
Read More...

ମେ’ ୧୬ ଓ ୩୦ରେ ସ୍କୁଲ୍‌ ଛୁଟି

ଭୁବନେଶ୍ୱର,(କେପିଏନ୍‌ଏସ୍‌) : ମେ’ ୧୬ ଓ ୩୦ ତାରିଖରେ ସ୍କୁଲ୍‌ ଛୁଟି ରହିବ । ପିଲାଙ୍କ ପାଠପଢା ହେବନି । ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ଛୁଟି ବାତିଲ୍‌
Read More...

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ…

ୟୁଏନ୍ଏଫସିସି ତଥା ପ୍ୟାରିସ ଚୁକ୍ତି ଭିତ୍ତିରେ ହେବା ଆବଶ୍ୟକ : ଭୂପେନ୍ଦ୍ର ଯାଦବ ନୂଆଦିଲ୍ଲୀ, (ପିଆଇବି) : ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ
Read More...

କେନ୍ଦୁପତ୍ର ତୋଳାଳିଙ୍କ ଆକସ୍ମିକ ମୃତ୍ୟୁ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଥାନା ପଗାରପାଣି ଗ୍ରାମର କେନ୍ଦୁପତ୍ର ତୋଳାଳି ସମାରୀ ସାହୁ(୬୦)ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ସୂଚନାନୁସାରେ ସମାରୀ କେନ୍ଦୁପତ୍ର ସଂଗ୍ରହ କରି ଫେରୁଥିବା ବେଳେ ପଡିଯାଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର
Read More...

ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ ଦାବୀ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଳପୁର ଅଞ୍ଚଳରେ ବର୍ତ୍ତମାନ ଅସହ୍ୟ ଗରମ ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏପରିକି ପ୍ରାଣୀମାନେ ମଧ୍ୟ ପାଣି ବୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ପଶୁପକ୍ଷୀମାନେ ଆଖପାଖ ଜଳାଶୟ ଓ ପୋଖରୀ ଆଡକୁ ଧାଉଁଛନ୍ତି । ଅଧିକାଂଶ ସ୍ଥାନରେ ଜଳାଶୟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ସିନ୍ଧେକେଲା, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଅନ୍ତର୍ଗତ ୧୬ ନମ୍ବର ରାଜ୍ୟ ରାଜପଥର ତୁରେକେଲା ନିକଟରେ ବିଶାଖାପାଟଣାରେ ରାୟପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି ୦୪ ଏବ୍‌ଏସ୍‌ ୧୫୮୮) ଶୁକ୍ରବାର ରାତିରେ ଓଲଟି ପଡିଥିଲା । ସୌଭାଗ୍ୟବଶତଃ ଗାଡିର ଡ୍ରାଇଭର ଓ ହେଲ୍‌ପର ଅଳ୍ପକେ
Read More...

ବାଇକ୍‌ରୁ ପଡି ଜଣେ ମୃତ

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ଥାନା ଭୁଲିଆଭଟ୍ଟା ବାଇକ୍‌ରୁ ପଡି ଜାମପାଣି ଗ୍ରାମର ଯୁଗସାଏ ମାଝୀ(୪୦)ଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ଯୁଗସାଏ ଆଜି ପୂର୍ବାହ୍ନରେ ବାଇକ୍‌ରେ ନଙ୍ଗଲବୋଡ ଯାଉଥିବା ସମୟରେ ଭୁଲିଆଭଟ୍ଟା ନିକଟରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ତାଙ୍କ
Read More...

ଲାଠୋରରେ ନାମଯଜ୍ଞ

ଲାଠୋର, (କେନିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ୍‌ ଲାଠୋର ପ୍ରହରୀ ମଣ୍ଡପ ଠାରେ ଚୋବିଶ ପ୍ରହର ନାମଯଜ୍ଞ ଗତକାଲି ଆରମ୍ଭ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ରଜାକଟାଠାରୁ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶେଷଦେବ ଭଇଁଷାଳ ଓ ଅନିତା ଭଇଁଷାଳ
Read More...

ପାତଲ୍‌ଘଁଟା ଏଛିନ୍‌ ବଢ଼ଉଛେ ମୁଡ଼୍‌ଦୁଖା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହଙ୍ଗା ମାଡ଼୍‌ ଥି ଏଛିନ୍‌ ସଭେ ବାଏବିଛୋ ହେଇ ଯଉଥିଲା ବେଲ୍‌କେ ପାତଲ୍‌ଘଁଟା ବଢ଼ଉଛେ ମୁଡ଼୍‌ଦୁଖା । କେଜି ୬୦ ଟଁକା ନୁଁ ଅଏଧ୍‌କା । ଟିକେ ଚିକନ୍‌ ଚାକନ୍‌ ହେଇଥିଲେ କେଜି ଶହେ କେ ବି ପୁହୁଁଚି ଯଉଛେ । ଆମର୍‌ ଫାଲେ ସବୁ କୁଟୁମ୍‌ ଥି ପାତଲ୍‌ଘଁଟା
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ଵଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ
Read More...