Daily Archives

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ମାର୍ଚ୍ଚ ୨୯ ଓ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ମାର୍ଚ୍ଚ ୨୯ ଓ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର । ଏଥିରେ ୟୁରୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି ଇତ୍ୟାଦି ରୋଗର ବିଶେଷଜ୍ଞଙ୍କ ଦ୍ୱାରା
Read More...

୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର : ଆଜି ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ରହିବା ଆକଳନ କରାଯାଇଛି । ୨୦୨୦-୨୧ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୫.୩ ଥିଲା । ତେବେ ଜାତୀୟ ଅଭିବୃଦ୍ଧି ହାର ରାଜ୍ୟର ଅଭିବୃଦ୍ଧି ହାର
Read More...

ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ବାଲୁଗାଁ : ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । କୃଷି ଋଣ ଟଙ୍କା ଆଦାୟ କରି ବଡକୁଳ ସୋସାଇଟିର ଆସିଷ୍ଟାଣ୍ଟ ସେକ୍ରେଟାରୀ ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ । ଏହି ସମୟରେ ୪ ଲୁଟେରା ୩ ଟି ବାଇକ୍ ଯୋଗେ
Read More...

ପାଟଣାଗଡରେ ଭାରତ ବନ୍ଦକୁ ବିପୁଳ ସମର୍ଥନ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ଦୁଇ ଦିନିଆଁ ଭାରତ ବନ୍ଦକୁ ମଙ୍ଗଳବାର ପାଟଣାଗଡରେ ବିପୁଳ ଜନସମର୍ଥନ ମିଳିଛି । ବନ୍ଦ ପ୍ରଭାବରେ ପାଟଣାଗଡର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, କୋର୍ଟ କଚେରୀ,
Read More...

ନଦୀରେ ବୁଡିଲା ଡଙ୍ଗା, ୨ ନିଖୋଜ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତରେ ନିକଟରେ ଡ଼ଙ୍ଗା ବୁଡ଼ିଯିବା ଫଳରେ ପ୍ରଖର ନଦୀ ସ୍ରୋତରେ ୨ ଜଣ ଭାସିଯାଇଥିବା ଖବର ମିଳିଛି । ନିଖୋଜ ୨ ଜଣ ବ୍ୟକ୍ତି ଗିଲାମାମୁଡି ଗ୍ରାମର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସୋମବାର ଏକ
Read More...

୬୬ କେ.ଜି ଗଞ୍ଜେଇ ଜବତ ସହ ୩ ମାଫିଆ ଗିରଫ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଏକ ସ୍ଵିପ୍ଟ କାର୍‌ରୁ ପୋଲିସ ଏହି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସ୍‌ଡ଼ିପିଓ ଆକାଶ ଚନ୍ଦ୍ର
Read More...

୩୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ସହ ଜଣେ ଅଟକ

ଜଳେଶ୍ଵର : ଜଳେଶ୍ଵରରୁ ପୁଣି ଧଳା ଜହର ଜବତ ହୋିଥିବା ଜଣାପଡିଛି । ୩୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାକୁ ଆଧାର କରି
Read More...

ଜାମ୍ମୁ କାଶ୍ମୀରର ଲେହଠାରେ ଭୂମିକମ୍ପ ଅନୁଭୂତ

ଶ୍ରୀନଗର : ଆଜି ସକାଳ ୭ଟା ୨୯ ମିନିଟ୍‌ରେ ଜାମ୍ମୁ କାଶ୍ମୀରର ଲେହଠାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ଅଞ୍ଚଳରୁ ୧୮୬ କି.ମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜୀ
Read More...

ବଲାଙ୍ଗିରରେ ସର୍ବ ଭାରତୀୟ ଧର୍ମଘଟ : ପ୍ରଥମ ଦିନରେ ଅଖ ଚକ ଦୋକାନ ବଜାର ସମ୍ପୂର୍ଣ୍ଣ ଠପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରରେ ଶାସନାଧିନ ଜନ ବିରୋଧୀ କୃଷି ଓ କୃଷକ ବିରୋଧୀ, ଶ୍ରମ ଶ୍ରମିକ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ ମୋଦୀ ସରକାରଙ୍କ ବିମୁଦ୍ରିକରଣ ଓ ପେଟ୍ରୋଲ ଜାତ ଦ୍ରବ୍ୟରୁ ସର୍ବାଧିକ ଟିକସ ଅସୁଲ ଯୋଗୁଁ ଗତକାଲିି ସମ୍ପୂର୍ଣ୍ଣ ଭାରତ ବର୍ଷରେ ଖଟିଖିଆ ଗରିବ
Read More...

ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ଧରିଲା ବନବିଭାଗ

କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟ ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ବନବିଭାଗ କାବୁ କରିଥିବା ଖବର ମିଳିଛି । ଆଜି ତାଳବନ୍ଧ ରେଞ୍ଜର ୬ଟି ଏବଂ ଚହଲା ରେଞ୍ଜର ଗୋଟିଏ ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ
Read More...