Daily Archives

ଥାନା ଅଧିକାରୀଙ୍କ ମାନବୀୟତା : ମା’ ଛେଉଣ୍ଡ ଶିଶୁଙ୍କୁ ମାସିକ ୧୫ ଶହ ସହାୟତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଏକ ମା' ଛେଉଣ୍ଡ ଶିଶୁ କନ୍ୟାର ଭରଣ ପୋଷଣ ପାଇଁ ପ୍ରତ୍ୟେକ ମାସରେ ୧୫ ଶହ ଟଙ୍କା ଦେବାକୁ ପ୍ରତିଶୃତି ଦେବା ସହ ପ୍ରଥମ ମାସିକ ଅର୍ଥ ଶିଶୁଟିର ବାପାଙ୍କୁ ପ୍ରଦାନ କରିଛନ୍ତି ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ । ପ୍ରାପ୍ତ ସୂଚନାନୁଯାୟୀ
Read More...

ମୋଟଙ୍ଗାରେ ଯୁବକଙ୍କୁ ହାଣି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ

ଢେଙ୍କାନାଳ, (ତାପସ ଦାସ) : ଯୁବକଙ୍କୁ ହାଣି ହତ୍ୟା ମାମଲାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହା ସହ ୫ ଜଣଙ୍କୁ ଅଟକ ରଖି ଜେରା କରିଛି ପୋଲିସ । କମ୍ପାନୀର ଠିକା କାମ ଓ ନିର୍ବାଚନୀ ଶତ୍ରୁତା ତାକୁ ନେଇ ଏହି
Read More...

ଗମ୍ଭାରୀ ଆଞ୍ଚଳିକ ଯୁବ ସଂଗ୍ରାମ କମିଟି ପକ୍ଷରୁ ଶହୀଦ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ୍ ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଗମ୍ଭାରୀ ଆଞ୍ଚଳିକ ଯୁବ ସଂଗ୍ରାମ କମିଟି ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଛି । କମିଟିର ସଭ୍ୟ ବିକାଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟି ସଭ୍ୟ ହରି ମେହେର,
Read More...

ବାଜନୀ ସୁରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମ ପଞ୍ଚାୟତର ଖଡ଼ିଆଲ ବନଖଣ୍ଡ ଅଧିନସ୍ଥ କିରେଝୋଲାର ବାଜନୀ ସୁରକ୍ଷିତ ଜଙ୍ଗଲରେ ଦୀର୍ଘ ଦୁଇଦିନ ହେବ ଭୟାବହ ଅଗ୍ନିକାଣ୍ଡ ଲାଗି ଥିବା ବେଳେ ଜଙ୍ଗଲ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ଗ୍ରାମବାସୀଙ୍କ
Read More...

ପୌର ଭୋଟ ପାଇଁ ପୁଲିଙ୍ଗ ଟିମ ବୁଥରେ ପହଞ୍ଚିଲେ : ଆଜି ଭୋଟ ଗ୍ରହଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୁରୁବାର ପୌର ନିର୍ବାଚନ ହେବ, ଏ ନେଇ ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟଗ୍ରହଣ ହେବ । ନିର୍ବାଚନ ପାଇଁ ପୁଲିଙ୍ଗ ପାର୍ଟି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚି ଗଲେଣି । କନ୍ଧମାଳ ଜିଲାର ଫୁଲବାଣୀ
Read More...

୩ ପେଟି ବିଦେଶୀ ମଦ ଜବତ : କଣ୍ଟ୍ରାକ୍ଟର ଗିରିଜା ଶଙ୍କର ମହାପାତ୍ର ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୧୦ଟି ୱାର୍ଡ ପିଏଚ୍‌ଡି ଅଫିସ ନିକଟସ୍ଥ ଗୋପାଳଜି ମଠରେ ବେଇଆଇନ ମଦ ମହଜୁଦ ରହିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଗତକାଲି ଅଚାନକ ଚଢ଼ାଉ
Read More...

ଧରବଗଡ଼ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ପଣ୍ଡା : ପଞ୍ଚାୟତବାସୀଙ୍କ ମହଲରେ ବେଶ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ପଞ୍ଚାୟତବାସୀ ମୋତେ
Read More...

କର୍ଲାମୁଣ୍ଡା ବ୍ଲକରେ ସୁରେନ୍ଦ୍ର ଭୋଇ ହେଲେ ବ୍ଲକ ଉପାଧ୍ୟକ୍ଷ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ଭାବେ କର୍ଲାମୁଣ୍ଡା ସମିତି ସଭ୍ୟା ସୁରେନ୍ଦ୍ର ଭୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ବ୍ଲକର ମୋଟ ୧୨ ସମିତି ସଭ୍ୟରୁ ୧୧ ଜଣ ସମିତି ସଭ୍ୟ/ସଭ୍ୟା ଗତକାଲିର ସ୍ୱତନ୍ତ୍ର
Read More...

ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ଗାନ୍ଧୀ ସ୍ମୃତି ପାଠାଗାର ଓ ବରଗଡ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀଙ୍କ ସ୍ମୃତି ଚାରଣ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଭବନ ପରିସରରେ ଥିବା
Read More...

ବଲାଙ୍ଗିର ସହରରେ ଟଙ୍କା ବାଣ୍ଟିବା ବେଳେ ଗୋଷ୍ଠୀ ସଙ୍ଘର୍ଷ ଅଭିଯୋଗ : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଭୋଟ ପୂର୍ବରୁ ନିର୍ବାଚନୀ ହିଂସା ଦେଖା ଦେଇଛି । ସହରର ୧୩ ନମ୍ବର ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...