Daily Archives

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ରହିଛନ୍ତି । ଏନେଇ ରାଜ୍ୟ
Read More...

ଦୁର୍ଘଟଣାବଶତଃ ପାକିସ୍ତାନରେ କ୍ଷେପଣାସ୍ତ୍ର ଖସିଗଲା, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ବୈଷୟିକ ତ୍ରୁଟି କାରଣରୁ କ୍ଷେପଣାସ୍ତ୍ର ପାକିସ୍ତାନରେ ହଠାତ୍ ଖସିଗଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସରକାର ଦୁର୍ଘଟଣାଗ୍ରସ୍ତ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ଗୁରୁତର ସହ ନେଇଛନ୍ତି ଏବଂ ଉଚ୍ଚ ସ୍ତରୀୟ
Read More...

ଯୁଦ୍ଧରେ ୟୁକ୍ରେନ ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନ୍‌

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୟୁକ୍ରେନକୁ ଧ୍ୱଂସ କରିଦେଇଛି । ରୁଷର ଆକ୍ରମଣାତ୍ମକ ରୂପ ନେଇ ସମଗ୍ର ବିଶ୍ୱ ଚକିତ ହୋଇଯାଇଛି । ୟୁକ୍ରେନ ପଟରୁ କୌଣସି ଦେଶ ରୁଷ ବିପକ୍ଷରେ ପ୍ରତ୍ୟକ୍ଷ ଶତ୍ରୁତା କରିପାରିବେ ନାହିଁ ଭଳି ସ୍ଥିତି ସ୍ପଷ୍ଟ ହୋଇଯାଇଛି । କିନ୍ତୁ
Read More...

ଅଫ୍‌ଲାଇନ ମୋଡରେ ଅନୁଷ୍ଠିତ ହେବ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ' ମାସ ୬ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଅଫ୍‌ଲାଇନ ମୋଡରେ ଅନୁଷ୍ଠିତ ହେବ । ପରୀକ୍ଷାର ମୂଲ୍ୟାୟନ ପାଇଁ ଶିକ୍ଷାବିତ, ଅଭିଭାବକ ତଥା @smeodishaର ବରିଷ୍ଠ ଅଧିକାରୀମାନଙ୍କ ମତାମତ ଗ୍ରହଣ କରାଯାଇଛି । ଏ
Read More...

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ପାଇଁ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ମହାମାରୀ ଯୋଗୁ ମାଟ୍ରିକ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ପ୍ରଭାବିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଶିକ୍ଷାବିତ, ଅଭିଭାବକ ସଂଘ ତଥା ଶିକ୍ଷା ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୭୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ
Read More...

‘ସ୍ୱର’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ତମ ବାର୍ଷିକୀ ଏବଂ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ସଂଗଠନ ‘ସ୍ୱର’ ପକ୍ଷରୁ ସ୍ଥାନୀୟ ବମିଖାଲଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ମ୍ୟୁନିସିପାଲଟି ବ୍ଲଡ ବ୍ୟାଙ୍କର କର୍ମକର୍ତ୍ତାମାନେ ଏଠାରେ ରକ୍ତ
Read More...

ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟ ଉତ୍ସବ’ ଆୟୋଜିତ : ସମ୍ମାନଜନକ ‘ସାହିତ୍ୟ ଏକାଡେମୀ ପୁରସ୍କାର’ ଗ୍ରହଣ କଲେ ୨୪ ଜଣ…

• ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପାଇଲେ ପୁରସ୍କାର• ମହୋତ୍ସବ ଅବସରରେ ଆୟୋଜିତ ‘ଜନଜାତି ଲେଖକ ସମ୍ମିଳନୀ’ରେ ଦେଖିବାକୁ ମିଳିଲା ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ନୂଆଦିଲ୍ଲୀ : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ
Read More...

ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ଅଭିନବ ପ୍ରୟାସରେ ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଦୁଇଟି ଗଛକୁ ବାହାଘର କରି ଏକ ଅଭିନବ ପ୍ରୟାସରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଏବେ ବି ଦେଖିବାକୁ
Read More...

ଦେଓଗାଁ ଗ୍ରାମ ପଞ୍ଚାୟତର ନୂତନ ନିର୍ବାଚିତ ସରପଞ୍ଚଙ୍କ ପଞ୍ଚାୟତ ଗୃହକୁ ପ୍ରବେଶ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ବିଜୟ ଦେହୁରୀ ଓ ସହକର୍ମୀମାନଙ୍କୁ ନେଇ ଗ୍ରାମ ପରିଭ୍ରମଣ କରି ସାରିବା ପରେ ଯଥା ବିଧି ଅନୁସାରେ ପଞ୍ଚାୟତ ଗୃହକୁ ପ୍ରବେଶ କରିଥିଲେ । ସରପଞ୍ଚ ଓ ୱାର୍ଡ ମେମ୍ବରମାନଙ୍କ
Read More...