Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରା.ପ. ଓ ଲାଠୋର ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବୋଦ୍ଧର ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଯୋଗଦେଲେ ହେମନ୍ତ ବେହେରା

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ହେମନ୍ତ ବେହେରା ଯୋଗଦାନ କରିଛନ୍ତି । ସେ ଜିଲ୍ଲାପାଳ ଲାଳାଟେନ୍ଦୁ ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ପତ୍ର ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ
Read More...

ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡସଭ୍ୟ ସୁଶାନ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କ ରଣନୀତିକୁ ମାତଦେଇ ଭୋଟର୍‌ମାନଙ୍କୁ ନିଜର କରିବା ପାଇଁ ପ୍ରାର୍ଥୀମାନେ ଦିନରାତି କଠିନ ପରିଶ୍ରମ କରି ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଥାନ୍ତି । ଏହି ସମୟରେ ପ୍ରାର୍ଥୀ ମାନଙ୍କ ନିଦ ହଜିଯାଉଥିବା ବେଳେ ଜେଲ ଭିତରେ
Read More...

ଘରେ ଚାଲିଥିଲା ଦେହ ବ୍ୟବସାୟ, ନକଲି ଗ୍ରାହକ ପଠାଇ ପହଂଚିଲା ପୋଲିସ୍ : ୪ ମହିଳାଙ୍କ ସମେତ ପାଞ୍ଚ ଜଣ ଗିରଫ

ନୂଆଦିଲ୍ଲୀ : ଶାହାଦରା ଜିଲ୍ଲାର ସେମାପୁରୀରେ ଅବସ୍ଥିତ ଏକ ଘରେ ପୋଲିସ ଯୌନ ବ୍ୟବସାୟ ଚାଲିଥିବା ଘଟଣା ପ୍ରକାଶ କରିଛି । ଏହି ଘଟଣାରେ ପୋଲିସ ଜଣେ ଯୁବକ ଏବଂ ଚାରିଜଣ ମହିଳାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପ୍ରିନ୍ସ (୨୦), ଗ୍ୟାଙ୍ଗର ମୁଖ୍ୟ ୩୮ ବର୍ଷ ବୟସ୍କା ମହିଳା ଏବଂ ୨୦ରୁ
Read More...

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ୱ କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀକାନ୍ତ କୁମାର
Read More...

ଏବିଭିପି ତରଫରୁ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦେଶର କୋଣ ଅନୁକୋଣରେ ଆନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଉଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବଲାଙ୍ଗିର ଜିଲ୍ଲା ତରଫରୁ ବିଭିନ୍ନ କଲେଜ ଶାଖା ମାନଙ୍କରେ ମହିଳା ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି । ବଲାଙ୍ଗିର
Read More...

ଗାଁର ବିକାଶ ପାଇଁ ମହିଳାମାନେ ଆଗେଇ ଆସନ୍ତୁ : ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ମର୍ଯ୍ୟାଦାପାଲି ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସରେ ନବ ନିର୍ବାଚିତ ପାଇକମାଲ ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ତ୍ରିପୁରା ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗାଁର ମହିଳାମାନେ ଯୋଗ ଦେଇ ଆଗକୁ ଗାଁର
Read More...

ଆନ୍ତର୍ଜାତୀୟ ମହିଳା ଦିବସରେ ସ୍ୱେଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବରଗଡ଼ "ନିଆମ" ତାଲିମ ପ୍ରଦାନ ଅନୁଷ୍ଠାନ ତଥା ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ସଂକଳ୍ପ ପରିବାର" ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ତଥା ବିଶ୍ୱ ମହିଳା ଦିବସ ଆଶାକିରଣ ସ୍ଥିତ ତପୋବନଠାରେ ପାଳନ
Read More...

ଦେଢ଼ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ଗ୍ରାମ ପଞ୍ଚାୟତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଟ୍ରିକଲ୍‌ଅପ୍‌ ସହାୟତାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ସମାରୋହରେ ଶ୍ରୀମତୀ ରମ୍ଭା
Read More...

ଆଦିବାସୀ ଦିବ୍ୟାଙ୍ଗ ଛାତ୍ରୀ ଅଞ୍ଜୁଙ୍କୁ ରାସନ କାର୍ଡ ପ୍ରଦାନ ପାଇଁ ବ୍ଲକ ପ୍ରଶାସନକୁ ଅନୁରୋଧ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଗାଁର ଗରିବ ଆଦିବାସୀ ପ୍ରଫୁଲ୍ଲ ବରିହାଙ୍କ ଝିଅ ଅଞ୍ଜୁ ବରିହା ଜନ୍ମରୁ ଦିବ୍ୟାଙ୍ଗ । ହେଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ବିକଳାଙ୍ଗ ସାର୍ଟିଫିକେଟ୍ ଥିବାରୁ ତାଙ୍କୁ ବିକଳାଙ୍ଗ
Read More...