Daily Archives

କପଡା ଦୋକାନରୁ ଲକ୍ଷାଧିକ ଟଙ୍କାର କପଡା ଚୋରୀ ଅଭିଯୋଗ : ପୋଲିସର ତଦନ୍ତ ଆରମ୍ଭ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡୀଠାରେ ଥିବା ମା' ତ୍ରିପୁରା କ୍ଲଥ ଷ୍ଟୋରରୁ ଗତକାଲି ରାତ୍ରିରେ ଦୁର୍ବୁର୍ତ୍ତମାନେ ସଟର ଲକକୁ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀକିଆ
Read More...

ବରଗଡ଼ ଭଟଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଭଟଲି ରାସ୍ତା ବରଗଡ଼ ପଧାନଟିକ୍ରା ଠାରେ ଆଜି ସକାଳ ୧୧ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ ହୋଇଥିବା ସୂଚନା ମିଳିଛି । ତେବେ ଆଜି ୧୧ଟା ସମୟରେ ବରଗଡ଼ ସହର ଉପକଣ୍ଠ ତେନ୍ତଲା ନିବାସୀ ବୁଲୁ ପଧାନ(୩୮) ନାମକ ଜଣେ ବ୍ୟକ୍ତି
Read More...

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ : ୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାଶ ଯେ
Read More...

ଉତ୍ତର-ପଶ୍ଚିମାଞ୍ଚଳରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ସେନେଇ ଗତକାଲି ଇଣ୍ଡିଆନ୍‌ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏ ବର୍ଷ କିଛି ସ୍ଥାନରେ ତାପମାତ୍ରା ବଢିବାକୁ ଥିବା ବେଳେ ଆଉ କିଛି
Read More...

ବୌଦ୍ଧ ଜିଲ୍ଲାରେ ରେକର୍ଡ ଭୋଟରେ ଶଙ୍କର୍ଷଣଙ୍କ ବିଜୟ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି ବିଜେଡିର ୦୩ ନମ୍ବର ଜୋନର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶଙ୍କର୍ଷଣ ପ୍ରଧାନ । ଶ୍ରୀ ପ୍ରଧାନ ଖଟଖଟିଆ ଗ୍ରାପର ଅଧିବାସୀ ଥିବା ବେଳେ ୦୮ ଗୋଟି ପଂଚାୟତକୁ ନେଇ ଗଠିତ ୦୩ ନଂ. ଜିଲା ପରିଷଦ ଜୋନ ମନମୁଣ୍ଡା,
Read More...

ସରପଞ୍ଚ ପଦରେ ବିଜୟ ଲାଭ କଲେ ୬୬ ବର୍ଷର ବୃଦ୍ଧା

ବଲାଙ୍ଗିର, ( କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅନେକ ଯୁବକ, ମହିଳା ମାନେ ସରପଞ୍ଚ ପଦରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଲୋଇସିଂହା ବ୍ଳକ ଉପରବାହାଲ ଗ୍ରାମପଞ୍ଚାୟତରେ ଜଣେ ୬୬ ବର୍ଷର ବୃଦ୍ଧା ଶ୍ରୀମତୀ କ୍ଷୀରାଧୀ ସାହୁ
Read More...

ପାଇକମାଲ ସହରର ରାସ୍ତା ସମସ୍ୟାର ସମାଧାନ ହେବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଦିନ ପରେ ଦିନ ବିତି ଯାଇଥିଲେ ସୁଦ୍ଧା ସହରର ସମସ୍ୟା ବୃଦ୍ଧି ହେବାରେ ଲାଗିଛି । ସହରର ମୁଖ୍ୟ ରାସ୍ତା ମାନଙ୍କରେ ଡ୍ରେନ, ରାସ୍ତା କଡରେ କୁଢ଼କୁଢ଼ ମଇଳା ଗଚ୍ଛିତ ଥିବା ବେଳେ ରାସ୍ତାରେ ପାଣି ଜମି ରହି ଲୋକଙ୍କ ପାଇଁ
Read More...

ବଜ୍ରକାପ୍ତା ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବଜ୍ରକାପ୍ତାଟି ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ଉଦ୍ଧାର କରି ନିଜ
Read More...

କିଭ୍ ଛାଡ଼ି ଲଭିଭରେ ପହଞ୍ଚିଲେ ଓଡ଼ିଆ ଚେସ୍‌ ତାରକା ଅନ୍ୱେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଚେସ୍‌ ତାରକା ଆଇଏମ୍‌ ଅନ୍ୱେଷ ଉପାଧ୍ୟାୟ ୟୁକ୍ରେନର ରାଜଧାନୀ କିଭ୍‌ରେ ରହି ପାଠ ପଢ଼ୁଥିଲେ । ରୁଷର କିଭ୍ ଉପରେ ଆକ୍ରମଣ ପରେ ସେ ସେଠାରେ ଫସି ରହିଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୱେଷ ନିଜ ଦେଶକୁ ଫେରିବାରେ ସଫଳ ହୋଇପାରି ନାହାନ୍ତି । କିନ୍ତୁ ଗତକାଲି
Read More...

କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳପଡା ଛକରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ହିନ୍ଦୋଳ
Read More...