ଯୋରନ୍ଦା ଗ୍ରାମ ପଞ୍ଚାୟତରେ ବୁଲି ବୁଲି ଆଶୀର୍ବାଦ ମାଗିଲେ ନୂତନ ସରପଞ୍ଚ ଆରତୀ ନାୟକ
ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମ ପଞ୍ଚାୟତରେ ବୁଲି ବୁଲି ଆଶୀର୍ବାଦ ମାଗିଛନ୍ତି ନୂତନ ସରପଞ୍ଚ ଆରତୀ ନାୟକ । ଆଶୀର୍ବାଦ ମାଗିବା ସମୟରେ ସେ କହିଛନ୍ତି ଯେ, ଯୋରନ୍ଦା ପଞ୍ଚାୟତବାସୀଙ୍କ ଆନ୍ତରିକ ସହଯୋଗ କାରଣରୁ ଆଜି ସରପଞ୍ଚ ଭାବେ ନିର୍ବାଚିତ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି ।!-->…
Read More...
Read More...